ETV Bharat / state

ନିଜ ଗାତରେ ନିଜେ ପଡିଲେ ଡକାୟତ... - 4 injured

ରାଉରକେଲାରେ ଟ୍ରକ ଡକାୟତିବେଳେ ଟ୍ରକ ଚକାତଳେ ପଡି ଜଣେ ମୃତ 4 ଆହତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 5, 2019, 12:36 PM IST

ରାଉରକେଲା: ସହରରେ ଡ଼କାୟତି ଉପରେ ରୋକ ଲଗାଇବାରେ ଅସଫଳ ହୋଇଛି ପୋଲିସ । ଏକ ଟ୍ରକ ଡକାୟତିବେଳେ ଚକା ତଳେ ଆସି ଜଣେ ଡ଼କାୟତ ମୃତ୍ୟୁବରଣ କରିଥିବାବେଳେ 4 ଜଣ ଆହତ ହୋଇଛନ୍ତି । ଅନ୍ୟ ଜଣେ ଡକାୟତ ଫେରାର ହୋଇଯାଇଛି ।

ମିଳିଥିବା ସୂଚନାନୁସାରେ, ଡ୍ରାଇଭର ସନ୍ଦୀପ କୁମାର ଟ୍ରକ ନେଇ ଆସୁଥିବାବେଳେ 2ଟି ମୋଟର ସାଇକଲରେ 6 ଜଣ ଡକାୟତ କିଲିଙ୍ଗା ଗାଁର ସନ୍ତୋଷ କୁଜୁର, ରାଜେଶ କୁଜୁର, ଆକାଶ ମିଞ୍ଜ, ସୋମା କୁଜୁର ଓ ଡୋଲାକୁଦର ମନୋଜ କୁମାର ଓ ଥୋମସ କୁଜୁର ବଗଡେଗା ଘାଟିରେ ଟ୍ରକର କାଚ ଭାଙ୍ଗି 20 ହଜାର ଟଙ୍କା ଲୁଟ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଲୁଟ ପରେ ସୋମକୁଜୁର ଟ୍ରକରୁ ଓହ୍ଲାଉଥିବାବେଳେ ଚକା ତଳେ ଚାପି ହୋଇଥିଲାବେଳେ ଅନ୍ୟ 5 ଜଣ ମଧ୍ୟ ଟ୍ରକରୁ ପଡି ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଫେରାର ଥିବା ଜଣାପଡିଛି । ଆହତ ଡକାୟତଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରାହ୍ମଣୀତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Viz in FTP and whatsapp
ରାଉରକେଲା- ଆଜି ଇଦଗାହ ମୈଦାନ ରେ ଇଦ ର ବିଶେଷ ନମାଜ ପାଠ କରିଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକ ମାନେ। ପ୍ଲାଣ୍ଟ ସାଇଟ ଥାନା ଅଂଚଳ  ର ଇଦଗାହ ପଡିଆ ରେ ହଜ଼ାର ହଜ଼ାର ସଂଖ୍ୟା ରେ ମୁସଲିମ ସମ୍ପ୍ରଦାୟର ଲୋକ ମାନେ ଏକତ୍ରିତ ହୋଇ ସାମୁହିକ ନମାଜ ପାଠ କରି ଥିଲେ। 
ସାମୁହିକ ନମାଜ ପାଠ କରିବା ସମୟ ରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ସହିତ ବିଭିନ୍ନ ରାଜନୀତିକ ଦଳ ର ଲୋକ ମାନେ ଉପସ୍ଥିତ ରହି ଇଦ ର ମୁବାରକ ବାଦ ଦେଇ ଥିଲେ।
ଏହି ଭଳି ଜିଲ୍ଲା ର ବିରମିତ୍ରପୁର, ବିଶ୍ରା,ରାଜଗାଙ୍ଗପୁର ସହିତ ଜିଲ୍ଲା ଜିଲ୍ଲା ର ବିଭିନ୍ନ ମସଜିଦ ଗୁଡିକରେ ସାମୁହିକ ନମାଜ ପାଠ କରି ଥିଲେ। 
ଆଇନ ଶୁଙ୍ଖଳା ଠିକ ରଖିବା ପାଇଁ ସବୁ ସ୍ଥାନ ରେ ପୋଲିସ ମୁତୟନ କର ଯାଇ ଥିଲା।
-----
Viz in whatsapp
ଟ୍ରକ ଡକାୟତି ,1 ମୃତ 4 ଆହତ,1 ଫେରାର
ରାଉରକେଲା-ଡ଼କାୟତ ମାନଙ୍କ ଉତ୍ପାତ ଉପରେ ରୋକ ଲଗାଇବାରେ ପୋଲିସ ସଫଳ ହୋଇ ପାରୁ ନ ଥିବା ବେଳେ ଏକ ଟ୍ରକ ଚକ୍କା ତଳେ ଆସି ଜଣେ ଡ଼କାୟତ ମୃତ୍ୟବରନ କରି ଥିବା ବେଳେ 4 ଜଣ ଆହତ ହୋଇଛନ୍ତି। ବ୍ରହ୍ମଣୀତରଙ୍ଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଘଟଣା ପରେ ଥୋମ୍ସ କୁଜୁର ନାମକ ଡ଼କାୟତ ଫେରାର ହୋଇଯାଇ ଥିଲା।
ମିଳିଥିବା ସୂଚନା ଅନୁସାରେ ସନ୍ଦୀପ କୁମାର ଟ୍ରକ ନେଇ ଆସୁଥିବା ବେଳେ 2 ଟି ମୋଟର ସାଇକଲ ରେ ଆସି ସନ୍ତୋଷ କୁଜୁର,ରାଜେଶ କୁଜୁର,ଆକାଶ ମିଞ୍ଜ,ସୋମା କୁଜୁର, ଥୋମସ କୁଜୁର  ବାଗ୍ଦେଗା ଘାଟି ରେ ଟ୍ରକ ର କାଞ୍ଚ ଭାଙ୍ଗି 20 ହଜାର ଟଙ୍କା ଲୂଟ କରି ଥିଲେ।  ଟ୍ରକ ଚାଲକ ଲୂଟ ପରେ ଯିବା ସମୟ ରେ ସୋମକୁଜୁର ଗେଟ ରୁ ଖସି
ଚକ୍କା ତଳେ ଚାପି ହୋଇ ଥିଲେ। ଆହତ ମାନଙ୍କ ଚିକିତ୍ସା ସରକାରୀ ହସ୍ପିଟାଲ ରେ ଚାଲିଛି। ପୋଲିସ ଘଟଣା ର ତଦନ୍ତ କରୁଛି।
ଗୁରୁଣ୍ଡିଆ -କଳୁଙ୍ଗା ରୋଡ଼ ରେ ଲୂଟ ବୃଦ୍ଧି ପାଇବା ଚିନ୍ତା ର କାରଣ ହୋଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.