ETV Bharat / state

ସୁନ୍ଦରଗଡ ଲୋକସଭା ସିଟ ପାଇଁ ହେବ ତ୍ରିମୁଖୀ ୱାର - rourkela

ସୁନ୍ଦରଗଡ ଲୋକସଭା ସିଟ ପାଇଁ ରାଜନୀତି ପାଣିପାଗ ସରଗରମ ରହିଛି। ଆଜି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା
author img

By

Published : Mar 26, 2019, 11:17 PM IST

ରାଉରକେଲା: ସୁନ୍ଦରଗଡ ଲୋକସଭା ସିଟ ପାଇଁ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେପିରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଆଜି ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଭରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସେହିପରି ବୀରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ କଂଗ୍ରେସର ପ୍ରାର୍ଥୀ ଭାବରେ ତାଙ୍କ ପ୍ରାର୍ଥୀପତ୍ର ଭରିଛନ୍ତି। ସମସ୍ତ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ବାହାରିଥିଲେ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ସୁନ୍ଦରଗଡ ଲୋକସଭା ସିଟ ପାଇଁ ହେବ ତ୍ରିମୁଖୀ ୱାର

ରାଉରକେଲା: ସୁନ୍ଦରଗଡ ଲୋକସଭା ସିଟ ପାଇଁ ଆଜି ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଆଜି ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଭରିଛନ୍ତି।

ସେହିପରି ବିରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ କଂଗ୍ରେସର ପ୍ରାର୍ଥୀ ଭାବରେ ତାଙ୍କ ପ୍ରାର୍ଥୀପତ୍ର ଭରିଛନ୍ତି। ସମସ୍ତ ପ୍ରାର୍ଥୀ ନିଜ ନିଜ ସମର୍ଥକ ମାନଙ୍କ ସହ ପ୍ରାର୍ଥୀ ପତ୍ର ଦାଖଲ କରିବା ପାଇଁ ବାହାରିଥିଲେ। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.