ETV Bharat / state

ସୁନ୍ଦରଗଡରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଚାଷୀ

ରସାୟନିକ ସାର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତ ହ୍ରାସ ପାଉଛି । ତା ଛଡା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଏସମ୍ପର୍କରେ ଆଦିବାସୀ ବର୍ଗରର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ

author img

By

Published : Apr 6, 2023, 11:04 PM IST

Etv Bharat
Etv Bharat

ସୁନ୍ଦରଗଡ: ପରିବେଶ ଅନୁକୂଳ କୃଷି ଓ ରସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନର ବଡ ଆବଶ୍ୟକତା । ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି । ଏହି ଚାଷ କରିବା ଦ୍ବାରା ଆଦିବାସୀ ବର୍ଗର ଚାଷୀ ଲାଭବାନ ହେଉଛନ୍ତି ।

ଆର୍ଥିକ ବର୍ଷ 2022-23 ରେ ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା । ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା ।

ସୁନ୍ଦରଗଡରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଚାଷୀ
ସୁନ୍ଦରଗଡରେ ପ୍ରାକୃତିକ ପଦ୍ଧତିରେ ଚାଷ, ଲାଭବାନ ହେଉଛନ୍ତି ଚାଷୀ

ଆଦିବାସୀବହୁଳ ସୁନ୍ଦରଗଡ ଜିଲ୍ଲାର ଚାଷ କ୍ଷେତ୍ରରେ ରସାୟନିକ ସାର ବ୍ୟବହାର ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଇଛି । ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି । ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି । ପାଇଲଟ ପ୍ରଜେକ୍ଟ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ।

ରସାୟନିକ ସାର ବହୁଳ ବ୍ୟବହାର ଯୋଗୁଁ ଚାଷ ଜମିର ଉର୍ବରତ ହ୍ରାସ ପାଉଛି । ତା ଛଡା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି । ଏସମ୍ପର୍କରେ ଆଦିବାସୀ ବର୍ଗରର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

‘‘ ଆଦିବାସୀବହୁଳ ସୁନ୍ଦରଗଡ ଜିଲ୍ଲାର ଚାଷ କ୍ଷେତ୍ରରେ ରସାୟନିକ ସାର ବ୍ୟବହାର ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଇଛି । ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି । ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି । ପାଇଲଟ ପ୍ରଜେକ୍ଟ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ।’’

ତେଲିଘଣା ଗାଁର 55 ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ । 80 ଏକର ଜମିରେ ସେମାନେ ଧାନ ଓ ଚିନା ବାଦାମ ଚାଷ କରିଥିଲେ । ଏଥିପାଇଁ ଚାଷୀମାନଙ୍କୁ ମାଗଣରେ ଦେଶୀ କିସମର ବିହନ ଯୋଗାଇ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.