ETV Bharat / state

ରାଜ୍ୟ ମହିଳା ହକି ଚାମ୍ପିଅନସିପ୍‌ ଉଦ୍‌ଘାଟିତ - ରାଜ୍ୟ ମହିଳା ହକି ଚାମ୍ପିଅନସିପ୍‌

ହକି ଓଡିଶା ଦ୍ବାରା ଆୟୋଜିତ ରାଜ୍ୟ ମହିଳା ହକି ଚାମ୍ପିଅନସିପ୍‌ ଉଦଘାଟିତ ହୋଇଛି । ସହରର ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ହକି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା
author img

By

Published : Aug 10, 2019, 2:47 PM IST

ରାଉରକେଲା: ଆରମ୍ଭ ହୋଇଯାଇଛି ହକି ଓଡିଶା ଦ୍ବାରା ଆୟୋଜିତ ରାଜ୍ୟ ମହିଳା ହକି ଚାମ୍ପିଅନସିପ୍‌ । ରାଉରକେଲା ପାନପୋଷ ରାଜ୍ୟ କ୍ରୀଡା ଛାତ୍ରାବାସରେ ଉଦଘାଟିତ ହୋଇଛି । ସହରର ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ହକି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ହକି ଓଡିଶାର ଯୁଗ୍ମ ସମ୍ପାଦକ ପ୍ରଣବ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।

STATE WOMEN HOCKEY CHAMPIONSHIPS
ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ପାନପୋଷ କ୍ରୀଡା ଛାତ୍ରାବାସରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ଓଡିଶା ପୋଲିସ, ସାଇ, ସୁନ୍ଦରଗଡ଼, କିସ୍‌ ଆଦି ଆଠଟି ଦଳ ଏହି ମହିଳା ହକି ପ୍ରତିଯୋଗିତା ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ ।

STATE WOMEN HOCKEY CHAMPIONSHIPS
ଫଟୋ ସୌଜନ୍ୟ : ସମ୍ବାଦଦାତା, ରାଉରକେଲା

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ହକି ଓଡିଶା ଦ୍ୱାରା ଆୟୋଜିତ ରାଜ୍ୟ ମହିଳା ହକି ଚମ୍ପିୟାନଶିପ ରାଉରକେଲା ପାନପୋଷ ରାଜ୍ୟ କ୍ରୀଡା ଛାତ୍ରାବାସ ରେ ଉଦଘାଟିତ ହୋଇଯାଇଛି ।Body:
ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ୟେଦୁଲା ବିଜୟ ଏହି ହକି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିବା ବେଳେ ହକି ଓଡିଶା ର ଯୁଗ୍ମ ସମ୍ପାଦକ ପ୍ରଣବ ପଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।Conclusion: ପାନପୋଷ କ୍ରୀଡା ଛାତ୍ରାବାସ , ସୁନ୍ଦରଗଡ଼ ଜିଲ୍ଲା , ସମ୍ବଲପୁର , ଢେଙ୍କାନାଳ , ଖୋର୍ଦ୍ଧା , ଓଡିଶା ପୋଲିସ , ସାଇ , ସୁନ୍ଦରଗଡ଼ , କିସ ଆଦି ଆଠଟି ଦଳ ଏହି ମହିଳା ହକି ପ୍ରତିଯୋଗିତାରେ ଯୋଗ ଦେଇଥିବା ବେଳେ ଏହା ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.