ETV Bharat / state

RTO ଅଫିସରେ ଚଢାଉ, ବନ୍ଧାହେଲେ 5 ଦଲାଲ - ଆରଟିଓ କାର୍ଯ୍ୟାଳୟରେ ଚଢାଉ

ଆରଟିଓ କାର୍ଯ୍ୟାଳୟରେ ଚଢାଉ କରି 5 ଜଣ ଦଲାଲଙ୍କୁ ଗିରଫ କରଯାଇଛି । ଆଜି(ଶନିବାର) ରାଉରକେଲା ଉଦିତନଗର ପୋଲିସ, ପୋଲିସ ଦ୍ବାରା ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲେ । ଅଧିକ ପଢନ୍ତୁ...

_raid in RTO office
ଆରଟିଓ ଅଫିସରେ ଚଢାଉ
author img

By

Published : Feb 15, 2020, 5:35 PM IST

Updated : Feb 15, 2020, 7:26 PM IST

ରାଉରକେଲା: ଆରଟିଓ କାର୍ଯ୍ୟାଳୟରେ ଚଢାଉ କରି 5 ଜଣ ଦଲାଲଙ୍କୁ ଗିରଫ କରଯାଇଛି । ଆଜି(ଶନିବାର) ରାଉରକେଲା ଉଦିତନଗର ପୋଲିସ, ପୋଲିସ ଦ୍ବାରା ଗଠିତ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରିଥିଲେ ।

ଆରଟିଓ ଅଫିସରେ ଚଢାଉ

ଗିରଫ ଦଲାଲ ହେଲେ ଅଶ୍ବିନୀ କୁମାର ଓରଫ୍ ବାପି, ସଞ୍ଜୟ କୁମାର ସାହୁ, ଭୋଳନାଥ ନାୟକ, ପଦ୍ମଚରଣ ପାଢି ଓ ବିଭୂତି ଭୂଷଣ ଆଚାର୍ଯ୍ୟ । ଏମାନଙ୍କଠାରୁ ଗୋଟିଏ କାର, ସ୍କୁଟି, ବାଇକ, ଲ୍ୟାପଟପ ଓ ବିଭିନ୍ନ କାଗଜପତ୍ର ଜବତ କରିଛି । ଏମାନେ କାର୍ଯ୍ୟାଳୟର ନିକଟରେ ଏକ କାର ମଧ୍ୟରେ ଚୋରା ଅଫିସ କରି ଲୋକଙ୍କ କାଗଜପତ୍ର କାମ କରୁଥିଲେ । ତେବେ ଏହି ସ୍କାମରେ ଆରଟିଓର କୌଣସି କର୍ମଚାରୀ ଅଛନ୍ତି କି ନାହିଁ ତା'ର ତଦନ୍ତ ପୋଲିସ ଆରମ୍ଭ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Feb 15, 2020, 7:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.