ETV Bharat / state

ଗଛରେ ପିଟି ହେଲା ପୋଲିସ ଭ୍ୟାନ, ଜଣେ ମୃତ - one-person-was-dead-and-another-was-injured

ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କାଲୋ ବାହାଲ ନିକଟରେ ଯାନ୍ତ୍ରିକ ତୃଟି ଯୋଗୁଁ ଗଛରେ ପିଟିହେଲା ପୋଲିସ ଭ୍ୟାନ । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

one-person-was-dead-and-another-was-injured-in-accident
ଯାନ୍ତ୍ରିକ ତୃଟି ଯୋଗୁଁ ପୋଲିସ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ
author img

By

Published : Jun 16, 2021, 9:42 PM IST

ସୁନ୍ଦରଗଡ: ହେମଗିରି ଥାନା ଗାଡି ଦୁର୍ଘଟଣା ଗ୍ରସ୍ତ । ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ କାଲୋ ବାହାଲ ନିକଟରେ ଯାନ୍ତ୍ରିକ ତୃଟି ଯୋଗୁଁ ଗଛରେ ପିଟିହେଲା ପୋଲିସ ଭ୍ୟାନ । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରୁ ସୁନୀଲ କୁମାର ନାଏକ(ହାବିଲଦାର)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଓଏପିଏଫ( OAPF) ଯବାନ ହେଲେ ଅନୀଲ ଏକ୍କା ଓ ତାଙ୍କ ଘର କୁତ୍ରା ଥାନା ଅଞ୍ଚଳରେ ବୋଲି ଜଣାପଡିଛି ।

ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ସୁନ୍ଦରଗଡରୁ ହେମଗିର ଥାନା ଫେରୁଥିବା ବେଳେ କାଲୋ ବାହାଲ ନିକଟରେ ଗାଡିର ଯାନ୍ତ୍ରିକ ତୃଟି ଯୋଗୁ ଷ୍ଟିୟରିଂ ଜାମ ହୋଇ ଏହି ଅଘଟଣ ଘଟିଛି ବୋଲି ଜଣାପଡିଛି ।

ସୁନ୍ଦରଗଡ଼ରୁ ହରିହରଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.