ETV Bharat / state

କେନାଲରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

author img

By

Published : Sep 3, 2019, 9:04 PM IST

କେନାଲରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ନାଳରେ ବୁଡି ବୃଦ୍ଧ ମୃତ । ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ଗ୍ରାମର ସନ୍ତୋଷ ସଏ(60) ମଙ୍ଗଳବାର କେନାଲକୁ ଗାଧୋଇବାକୁ ଯାଇଥିଲେ । ଗୋଡ଼ ଖସିଯିବା ଫଳରେ ବୁଡ଼ି ଯାଇଥିଲେ ସନ୍ତୋଷ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ବୃଦ୍ଧଙ୍କ ମୃତଦେହ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ଲହୁଣିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚାଲୁ ରଖିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ନାଥ, ଇଟିଭି ଭାରତ

Intro:ନାଳରେ ବୁଡି ଜଣେ ବୃଦ୍ଧ ମୃତ୍ୟୁ
-----------------------------------
ରାଉରକେଲା-ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ନାଳରେ ବୁଡି ବୃଦ୍ଧ ମୃତ ହୋଇଥିବା ଜଣାପଡିଛି।Body:ଘଟଣାରୁ ପ୍ରକାଶ ଯେ ଲହୁଣୀପଡା ଥାନା ଅନ୍ତର୍ଗତ କଲେଇପୋଷ ଗ୍ରାମର ସନ୍ତୋଷ ସଏ(୬୦) ଆଜି ସକାଳେ ଘରୁ ବାଡି ଧରି ଚାଲି ଚାଲି ନାଳକୁ ଗାଧୋଇବାକୁ ଯାଇ ଥିବା ବେଳେ ସେଠାରେ ସନ୍ତୋଷ ସଏ ବାଡିଟିକୁ ରଖି ଗାଧୋଇବା ପାଇଁ ପାଣି ପାଖକୁ ଯାଉଥିବା ବେଳେ ସେଠାରେ ତାଙ୍କର ଗୋଡ ଖସିଯିବାରୁ ସେ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି। Conclusion:ଗ୍ରାମ ଲୋକେ ଦେଖି ତାଙ୍କର ପରିବାରକୁ ଖବର ଦେଇଥିଲେ। ଖବର ପାଇ ଲହୁଣିପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାରେ ତଦନ୍ତ ଚାଲିଥିବା ଜଣାପଡ଼ିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.