ETV Bharat / state

5-T ସଚିବଙ୍କ ରାଉରକେଲା ଗସ୍ତକୁ ବିରୋଧ, 70ରୁ ଅଧିକ ବିଜେପି କର୍ମୀ ଗିରଫ

author img

By

Published : Aug 18, 2021, 10:35 PM IST

5-T ସଚିବଙ୍କ ରାଉରକେଲା ଗସ୍ତକୁ ବିଜେପି କର୍ମୀମାନେ ବିଶ୍ରା ଛକରେ ବିରୋଧ କରିବା ସହ ବିଭିନ୍ନ ନାରା ବାଜି କରିଥିଲେ । ଅଧିକ ପଢନ୍ତୁ...

5-Tଙ୍କୁ ବିରୋଧ କରି 70ରୁ ଅଧିକ ଭାଜପା କର୍ମୀ ରାଉରକେଲା ପୋଲିସ ଦ୍ୱାରା ଗିରଫ

ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଗସ୍ତରେ ଯାଇଥିଲେ ।

5-T ସଚିବଙ୍କ ରାଉରକେଲା ଗସ୍ତକୁ ବିରୋଧ, 70ରୁ ଅଧିକ ବିଜେପି କର୍ମୀ ଗିରଫ

ଏଥିସହ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆଜି (ବୁଧବାର) ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଏହି ଗସ୍ତକୁ ବିଜେପି କର୍ମୀମାନେ ବିଶ୍ରା ଛକରେ ବିରୋଧ କରିବା ସହ ବିଭିନ୍ନ ନାରା ବାଜି କରିଥିଲେ ।

ତେବେ 5-T ସଚିବଙ୍କ ଗସ୍ତକୁ ବିରୋଧ କରିବା କାରଣରୁ 70 ରୁ ଅଧିକ ବିଜେପି କର୍ମୀ ରାଉରକେଲା ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.