ETV Bharat / state

ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା - ରାଉରକେଲା ଲୁଟ୍ ନ୍ୟୁଜ

ରାଉରକେଲା ପୋଲିସ ଜିଲ୍ଳା ବିଶ୍ରା ଥାନା ଅନ୍ତର୍ଗତ ଲିଣ୍ଡା ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ବ୍ୟବସାୟୀଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

author img

By

Published : Jan 28, 2021, 9:09 PM IST

ସୁନ୍ଦରଗଡ: ବ୍ୟବସାୟୀଙ୍କ ଠାରୁ ଦେଢ ଲକ୍ଷ ଲୁଟିନେଲେ ଲୁଟେରା । ଲିଣ୍ଡା ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା ।

ଦୁଇ ଜଣ ଲୁଟେରା ଗୋଟିଏ ମୋଟର ସାଇକେଲରେ ଆସି ଏହି କାଣ୍ଡ ଘଟାଇଛନ୍ତି । ବର୍ଲିପେଟାର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ଜଣାପଡିଛି।

ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଖବର ପ୍ରଚାର ହେବା ପରେ ପୋଲିସ କେତେକ ସ୍ଥାନକୁ ସିଲ କରି ତଦନ୍ତ ଆରମ୍ଭ କରିଥିବା ବିଶ୍ରା ପୋଲିସ କହିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.