ETV Bharat / state

ପୋଲିସ ଅଧିକାରୀଙ୍କ ମହାନତା: ଆହତଙ୍କୁ ନିଜ ଗାଡିରେ ନେଲେ ଡାକ୍ତରଖାନା

କଲେଜ ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଦୁର୍ଘଟଣାଗ୍ରସ୍ତ। ଅଟୋଟି ସରଣା ଛକ ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଟୋଟି ଚେପା ହୋଇଯାଇଥିବା ବେଳେ ଏଥିରେ ଥିବା 3 ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା।

author img

By

Published : Apr 6, 2019, 3:54 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ରାଉରକେଲା: କଲେଜ ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଦୁର୍ଘଟଣାଗ୍ରସ୍ତ। ଅଟୋଟି ସରଣା ଛକ ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଟୋଟି ଚେପା ହୋଇଯାଇଥିବା ବେଳେ ଏଥିରେ ଥିବା 3 ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାଉରକେଲା

ସେମାନଙ୍କୁ ଗୁରୁତର ଅବସ୍ଥାରେ ଦେଖି ଡିଏସପି ପାହ୍ୟାର ଜଣେ ପୋଲିସ ଅଧିକାରୀ ନିଜ ଗାଡି ରେ ଛାତ୍ରୀ ମାନଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ କୁ ଯାଇଥିଲେ । ଏମାନେ କେଉଁ କଲେଜର ଛାତ୍ରୀ ତାହା ସ୍ପଷ୍ଟ ହୋଇନଥିବା ବେଳେ ଦକ୍ଷିଣ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

ପୋଲିସ ଅଧିକାରୀଙ୍କ ମହାନତା: ଆହତଙ୍କୁ ନିଜ ଗାଡିରେ ନେଲେ ଡାକ୍ତରଖାନା

ରାଉରକେଲା: କଲେଜ ଛାତ୍ରୀ ମାନଙ୍କୁ ନେଇ ଯାଉଥିବା ଦୁର୍ଘଟଣାଗ୍ରସ୍ତ। ଅଟୋଟି ସରଣା ଛକ ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଅଟୋଟି ଚେପା ହୋଇଯାଇଥିବା ବେଳେ ଏଥିରେ ଥିବା 3 ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିଲା। 

ସେମାନଙ୍କୁ ଗୁରୁତର ଅବସ୍ଥାରେ ଦେଖି ଡିଏସପି ପାହ୍ୟାର ଜଣେ ପୋଲିସ ଅଧିକାରୀ ନିଜ ଗାଡି ରେ ଛାତ୍ରୀ ମାନଙ୍କୁ ନେଇ ରାଉରକେଲା ସରକାରୀ ହସ୍ପିଟାଲ କୁ ଯାଇଥିଲେ । ଏମାନେ କେଉଁ କଲେଜର ଛାତ୍ରୀ ତାହା ସ୍ପଷ୍ଟ ହୋଇନଥିବା ବେଳେ ଦକ୍ଷିଣ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.