ETV Bharat / state

ବାହାଘର ଭୋଜି ଖାଇ 151 ଅସୁସ୍ଥ

author img

By

Published : Apr 20, 2019, 3:20 PM IST

ସୋନାଖାନର ରନ୍ତୁପଡାରେ ଏକ ବିବାହ ଭୋଜିରେ ବୁନ୍ଦି ଖାଇ 151 ଲୋକ ଅସୁସ୍ଥ। ରାଜଗାଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ରାଉରକେଲା: ସୋନାଖାନର ରନ୍ତୁପଡାରେ ଏକ ବିବାହ ଭୋଜିରେ ବୁନ୍ଦି ଏବଂ ମୃଦୁଜଳ ସେବନ କରି 151 ଲୋକ ଅସୁସ୍ଥ। ଶୁକ୍ରବାର ରାତିରେ ଘଟିଥିଲା ଏହି ଘଟଣା । ହଠାତ ଭୋଜିକୁ ଆସିଥିବା ଅତିଥିଙ୍କର ଏପରି ଅବସ୍ଥା ଦେଖି ସଙ୍ଗେସଙ୍ଗେ ରାଜଗାଙ୍ଗପୁର ଡାକ୍ତରଖାନାରେ ନେଇଥିଲେ । ସେମାନଙ୍କ ଭିତରେ କିଛି ଶିଶୁ ଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ରାଉରକେଲା

ଆଜି ସକାଳୁ କିଛି ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ ପରେ ସେମାନଙ୍କୁ ହସ୍ପିଟାଲରୁ ଘରକୁ ଛଡାଯିବ ବୋଲି ଜଣା ପଡିଛି । ତେବେ ଖାଦ୍ୟରେ କିଛି ବିଷ।କ୍ତ ଜିନିଷ ଥିବାରୁ ଏପରି ହୋଇଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ପ୍ରସାଦ ମିଶ୍ର,ଇଟିଭି ଭାରତ

କଟକ: ଚାଷୀ ହରାଇଛନ୍ତି ତାଙ୍କର ମୌଳିକ ଅଧିକାର । ସମ୍ବିଧାନ ର ଯାହା ଲେଖାଅଛି ତାହା ଚାଷୀ ଙ୍କ ପାଇଁ ଉଦିଷ୍ଟ ନୁହେଁ । କହିବାର ଅଧିକାର ହରାଇବସିଛନ୍ତି ଚାଷୀଭାଇ । କିନ୍ତୁ ଏହି ନିର୍ବାଚନ ହେବ ନିର୍ଣ୍ଣାୟକ । ଚାଷୀ ଦେବେ ଉଚିତ ଜବାବ । ଚେତିବେ ନେତା । ଯଦି ବିଲ କୁ ନାହିଁ ପାଣି ତେବେ ଗାଁ ରେ ମଧ୍ୟ ଭୋଟ ବାକ୍ସ ବସିବିନି ବୋଲି ନିଷ୍ପତ୍ତି ନେଇଛି ସଂଗଠନ । 

ପୁଣି ତେଜିଲା ଚାଷୀ ଆନ୍ଦୋଳନ । ପ୍ରାଇଜ ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ପୁଣି ଗର୍ଜିଲେ ଚାଷୀ । 2019 ସାଧାରଣ ନିର୍ବାଚନ ଜାରି ରହିଥିବା ବେଳେ ଆସନ୍ତା 2 ଟି ପର୍ଯାୟ ନିର୍ବାଚନ ରେ ଗାଁ ରେ ଭୋଟ ବାକ୍ସ ବସାଇ ଦିଆଜିବନି ବୋଲି ଚେତାବନୀ ଦେଇଛି ସଂଗଠନ । 

ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କୁ ସମସ୍ତ ଅସୁବିଧା ସମ୍ପର୍କରେ ଅବଗତ କରାଇବା  ଚେଷ୍ଟା ବିଫଳ ହୋଇଛି । ରାଜଧାନୀ ରେ ମଧ୍ୟ ପାଦ ରଖିବାକୁ ଅନୁମତି ମିଳୁନି । ଯଦି କୌଣସି ପ୍ରକାର ଚାଷୀ ନିଜର ହକ ଲଢେଇ ପାଇଁ ସରକାରଙ୍କ ଦ୍ୱାରସ୍ତ ହେଉଛି ତାକୁ ଗିରଫ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏପରି ବ୍ୟବହାର କଣ ପାଇଁ କରୁଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରୁଛି ବୋଲି କହିଛନ୍ତି ଅକ୍ଷୟ କୁମାର । 

ତେବେ ଏହି ଜୁଲୁମ ର ଅର୍ଥ ସ୍ୱତଃ ବାରି ହୋଇପଡୁଛି ଯେ କୃଷକ ର କୌଣସି ମୌଳିକ ଅଧିକାର ନାହିଁ । ସମ୍ବିଧାନ ଧାରା  ଚାଷୀ ଭାଇ ମାନଙ୍କ ପାଇଁ ଧୂଆଁବାଣ । ଯଦି ଚାଷୀ ଙ୍କ ପ୍ରମୁଖ ଦାବି ରାଜ୍ୟସରକାର ପୁରଣ ନକରନ୍ତି ତେବେ ଫଳାଫଳ ଭୟଙ୍କର ହେବ ବୋଲି କହିଛନ୍ତି ସଂଗଠନ ର ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର ।

ବାଇଟ: ଅକ୍ଷୟ କୁମାର( ନବ ନିର୍ମାଣ କୃଷକ ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ )

Byte and visuals send by mojo plz check 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.