ETV Bharat / state

ନେତାଙ୍କ ଘରେ ନିଆଁଲଗା ଘଟଣା, ଗିରଫ ହେଲା ଅଭିଯୁକ୍ତ

ଝିରପାଣି ଅଞ୍ଚଳର ଆଦିବାସୀ ନେତାଙ୍କ ଘରେ ଅଗ୍ନିକାଣ୍ଡ ଘଟଣା । ଘଟଣାରେ ରଞ୍ଜନ କୁମାର ତ୍ରିପାଠୀକୁ ଗିରଫ କରିଛି ପୋଲିସ ।

author img

By

Published : Feb 19, 2019, 11:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଝିରପାଣି ଅଞ୍ଚଳର ଆଦିବାସୀ ନେତାଙ୍କ ଘରେ ଅଗ୍ନିକାଣ୍ଡ ଘଟଣା । ଘଟଣାରେ ରଞ୍ଜନ କୁମାର ତ୍ରିପାଠୀକୁ ଗିରଫ କରିଛି ପୋଲିସ । ଆଦିବାସୀ ମୂଳବାସୀ ଅଧିକାରୀ ସୁରକ୍ଷା ମଞ୍ଚର ନେତା ଚକ୍ରଧରଙ୍କ ଘରେ ନିଆଁ ଲଗାଇଥିବା ବେଳେ 5ଟି ବାଇକ ପୋଡି ଦେଇଥିଲେ ଅଭିଯୁକ୍ତ ।

ସୂଚନାଯୋଗ୍ୟ, ଗତ ଜାନୁଆରୀ 8ରେ ନେତା ଚକ୍ରଧରଙ୍କ ଘରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏହାପରେ ଚକ୍ରଧରଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏତଲା ଦାୟର ପରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ପୋଲିସ ରଞ୍ଜନ କୁମାର ତ୍ରିପାଠୀକୁ ଗିରଫ କରିଛି ।

ତେବେ ଚକ୍ରଧରଙ୍କ ଘରେ ଭଡା ରହୁଥିବା ବ୍ୟକ୍ତିଙ୍କ ସହିତ ପୂର୍ବରୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ପରେ ନିଆଁଲଗା ଯିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଯାଇଥିଲେ । ଅଭିଯୁକ୍ତ ରଞ୍ଜନ ସେକ୍ଟର 3 ଥାନା ଅଞ୍ଚଳରେ ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

RESTRICTION SUMMARY: AP CLIENTS ONLY
SHOTLIST:
++PRELIMINARY SCRIPT++
UK POOL - AP CLIENTS ONLY
London - 19 February 2019
1. British Business Secretary Greg Clark on podium
2. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
++BLACK FRAMES++
3. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
++BLACK FRAMES++
4. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
++BLACK FRAMES++
5. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
++BLACK FRAMES++
6. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
7. Clark seated
8. SOUNDBITE: (English) Greg Clark, British Business Secretary:
++TRANSCRIPTION TO FOLLOW++
9. Clark leaving
STORYLINE:
British Business Secretary Gregf Clark told a conference of British manufacturers that Honda's decision to close its Swindon plant in 2021 was a "bitter blow".
Clark said the decision taken with little over a month until Britain leaves the European Union underlined the need for an orderly exit with a deal to provide certainty to the manufacturing sector.
"Leaving the EU without one (a deal) would, in my view, be a disaster for the whole country", he told the MAKE UK conference.
Honda's president and CEO said the decision was not related to Brexit, but was based on what made most sense for its global competitiveness in light of the need to accelerate its production of electric vehicles.
Still, experts say the uncertainty surrounding Brexit will likely have been a contributing factor in a decision like Honda's. There is still no clarity on what leaving the EU will mean. In a worst case it could lead to heavy tariffs and border checks, raising costs and slowing deliveries.
++MORE TO FOLLOW++
===========================================================
Clients are reminded:
(i) to check the terms of their licence agreements for use of content outside news programming and that further advice and assistance can be obtained from the AP Archive on: Tel +44 (0) 20 7482 7482 Email: info@aparchive.com
(ii) they should check with the applicable collecting society in their Territory regarding the clearance of any sound recording or performance included within the AP Television News service
(iii) they have editorial responsibility for the use of all and any content included within the AP Television News service and for libel, privacy, compliance and third party rights applicable to their Territory.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.