ETV Bharat / state

ରେଳଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ ଜିଲ୍ଲା ପାନପୋଷ ଷ୍ଟେସନ ନିକଟରୁ ଦୁଇ ଅଜଣା ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଜଣାପଡିନାହିଁ । ଅଧିକ ପଢନ୍ତୁ...

ରେଳଧାରଣାରୁ ମୃତଦେହ ଉଦ୍ଧାର
ରେଳଧାରଣାରୁ ମୃତଦେହ ଉଦ୍ଧାର
author img

By

Published : Dec 18, 2020, 12:09 PM IST

ରାଉଲକେଲା: ସୁନ୍ଦରଗଡ ଜିଲ୍ଲା ପାନପୋଷା ଷ୍ଟେସନ ନିକଟରୁ ଦୁଇ ଅଜଣା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଜଣାପଡି ନାହିଁ । ପୋଲିସର ତଦନ୍ତ ଜାରି ।

ରେଳଧାରଣାରୁ ମୃତଦେହ ଉଦ୍ଧାର

ସୂଚନାଅନୁସାରେ, ଟ୍ରେନରେ କଟିଥିବା ଜଣଙ୍କର ଖଣ୍ଡ ବିଖଣ୍ଡିତ ଶରୀର ଧାରଣା ବାହାରୁ ଉଦ୍ଧାର ହୋଇଥିବା ବେଳ ଅନ୍ୟଜଣଙ୍କର ମୃତଦେହ ରେଳ ଧାରଣା କଡରୁ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ଜିଆରପିର ଏକ ଦଳ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଦୁଇଜଣଙ୍କ ପରିଚୟ ମିଳି ପାରିନାହିଁ । ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.