ETV Bharat / state

ଅନ୍ଧାରରେ ରାଉରକେଲା ରେଳଷ୍ଟେସନ, ଯାତ୍ରୀ ହନ୍ତସନ୍ତ - ROURKELA

ସ୍ମାର୍ଟ ସିଟି ରାଉରକେଲାର ରେଳ ଷ୍ଟେସନ ଆଜି ଦୀର୍ଘ ସମୟ ଧରି ଅନ୍ଧାରରେ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 4, 2019, 8:28 PM IST

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାର ରେଳଷ୍ଟେସନ ଆଜି ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିଛି । 1 ନମ୍ବରରୁ 5 ନମ୍ବର ପ୍ଲାଟଫର୍ମରେ ଆଲୋକ ନ ଥିଲା । ତେଣୁ ଯାତ୍ରୀମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡିଜିର ବ୍ୟବସ୍ଥା ରହିଥିବାବେଳେ ତାହାକୁ କାର୍ଯ୍ୟରେ ଲଗାଯାଇ ନ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଷ୍ଟେସନରେ ଅନ୍ଧାର ଯୋଗୁଁ ଯାତ୍ରୀ ନିଜର କୋଚ ନମ୍ବର ଜାଣି ନ ପାରି ହଇରାଣ ହେଉଥିବାର ଦେଖିବାକୁ ମିଳିଥିଲା । ସବୁ ବ୍ୟବସ୍ଥା ରହିଥିଲେ ମଧ୍ୟ କଣ ପାଇଁ ଷ୍ଟେସନ ଅନ୍ଧାର ରହିଲା ତାହା କେହି ଅଧିକାରୀ ସ୍ପଷ୍ଟ କରି ନ ଥିଲେ ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାରBody:ଘୋଷ ଯାତ୍ରା ଅବସରରେ ସମୁଦ୍ର କୂଳରେ ହଜାର ହଜାର ପର୍ଯ୍ୟଟକ ମଧ୍ୟ ଏକାଠି ହୋଇ ଥିଲେ। ଏଥିସହ ସମୁଦ୍ର ସ୍ନାନ ର ବି ମଜା ନେଇ ଥିଲେ। ତେବେ ଆଜି ସମୁଦ୍ର ରେ ଗାଧୋଇବା ବେଳେ ବିଭିନ୍ନ ଜାଗାରେ ସମୁଦ୍ର ରୁ ବୁଡି ଯାଉଥିବା ବେଳେ ଉଦ୍ଧାର କରାଯାଇଛି। 25 ଜଣ ପର୍ଯ୍ୟଟକ ଙ୍କୁ ଆଜି ସମୁଦ୍ର ସ୍ନାନ ବେଳେ ଅଘଟଣ ରୁ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ଉଦ୍ଧାର କରିଛନ୍ତି। ଘୋଷ ଯାତ୍ରା ରେ ଲକ୍ଷାଧିକ ପର୍ଯ୍ୟଟକ ଙ୍କ ଆଗମନ କୁଦେଖି ପୁରୀ ସମୁଦ୍ର ବେଳାଭୂମି ରେ ଅନେକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। 3 ସହ ଲାଇଫ ଗାର୍ଡ ଙ୍କୁ ଆଜି ପୁରୀ ସମୁଦ୍ର ବେଳାଭୂମି ରେ ମୁତୟନ କରାଯାଇ ଥିଲା। ଏଣୁ ଅନେକ ପର୍ଯ୍ୟଟକ ସମୁଦ୍ର ସ୍ନାନ ବେଳେ ଅଘଟଣ ରୋକାଯାଇପାରିଛି।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.