ETV Bharat / state

ଆସନ୍ତା 16ରେ ସୁନ୍ଦରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ - ସୁନ୍ଦରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ନେଇ ପଞ୍ଚାୟତରାଜ, ପାନୀୟଜଳ ଓ ଅର୍ବାନ ଡେଭଲପମେଣ୍ଟ ଓ ଆଇନ ମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। ଅଧିକ ପଢନ୍ତୁ...

ଆସନ୍ତା 16ରେ ସୁନ୍ଦରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

author img

By

Published : Feb 11, 2021, 7:21 PM IST

ସୁନ୍ଦରଗଡ: ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ନେଇ ପଞ୍ଚାୟତରାଜ, ପାନୀୟଜଳ ଓ ଅର୍ବାନ ଡେଭଲପମେଣ୍ଟ ଓ ଆଇନ ମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ସେଦିନ କେବଳ ସୁନ୍ଦରଗଡ ଜିଲ୍ଲାକୁ ଗସ୍ତ କରୁନାହାଁନ୍ତି ବରଂ ଜିଲ୍ଲା ପାଇଁ ଅର୍ଥ ସହ ବଭିନ୍ନ ପ୍ରକଳ୍ପର ଭଣ୍ଡାର ନେଇ ଆସୁଥିବା କଥା ସେ କହିଛନ୍ତି ।

ଆସନ୍ତା 16ରେ ସୁନ୍ଦରଗଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ସୁନ୍ଦରଗଡ ଜିଲ୍ଲାକୁ ଓଡିଶାର ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ଥିବା ବେଳେ ତାହା ଏବେ ସାକାର ରୂପ ନେବାକୁ ଯାଉଥିବା କଥା ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଉଦ୍ୟମକୁ ନେଇ ସେ ଖୁସିହେବା ସହ ସୁନ୍ଦରଗଡବାସୀଙ୍କ ସହଯୋଗ କାମନା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସେଦିନ ସୁନ୍ଦରଗଡବାସୀଙ୍କୁ 5 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

4 ହଜାର କୋଟି ଟଙ୍କାର ଫାଉଣ୍ଡେସନ, 240 ଗୋଟି ପ୍ରକଳ୍ପ ଭେଟିଦେବା ସହ 834 କୋଟି ଟଙ୍କାର 186ଟି ପ୍ରକଳ୍ପର ଉଦଘାଟନ କରିବେ ବୋଲି ମନ୍ତ୍ରୀ କହିଛନ୍ତି । ବିକାଶ ଧାରାରେ ସବୁଠୁ ଆଗୁଆ ଜିଲ୍ଲା ଭାବେ ସୁନ୍ଦରଗଡ ପରିଗଣିତ ହେବାର ସ୍ବପ୍ନକୁ ସାକାର କରିବା ନେଇ ସେ ଗଣମାଧ୍ୟମ ଜରିଆରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.