ETV Bharat / state

ସିଏଏ ସମର୍ଥନ ରାଲି, ତ୍ରିରଙ୍ଗା ଧରି ଶରଣାର୍ଥୀଙ୍କୁ ସ୍ବାଗତ

author img

By

Published : Jan 13, 2020, 7:29 PM IST

ବଣାଇରେ CAA କୁ ସମର୍ଥନ କରି ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରା । ଆଗକୁ ପଢନ୍ତୁ...

CAA rally in rourkela
ସିଏଏ ସମର୍ଥନ ରାଲି

ରାଉରକେଲା: ବଣାଇରେ CAA କୁ ସମର୍ଥନ କରି ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ବିରାଟ ଶୋଭାଯାତ୍ରା । ଶୋଭାଯାତ୍ରା ବନେଶ୍ବରୀ ମନ୍ଦିରରୁ ବାହାରି ରାଜବାଟୀ ଯାଏଁ ଯାଇଥିଲା ।

ସିଏଏ ସମର୍ଥନ ରାଲି

ଏଥିରେ ତ୍ରିରଙ୍ଗା ଧରି ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଭାଗ ନେଇଥିବା ସହ ଶରଣାର୍ଥୀଙ୍କୁ ସ୍ବାଗତ କରାଯାଇଥିଲା । ଓରାମଙ୍କ ସହ ବିଜେପିର ବରିଷ୍ଠ ନେତା ଧିରେନ୍ ସେନାପତି, ଅନିଲ ବାର୍ଲା ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏହାସହ ଲୋକଙ୍କୁ ସିଏଏ ନେଇ ସଚେତନ କରାଯାଇଥିଲା ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ବଣାଇ ରେ CAA କୁ ସମର୍ଥନ କରି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱ ରେ ବିରାଟ ଶୋଭାଯାତ୍ରା ର ଆୟୋଜନ କରା ଯାଇ ଥିଲେ। ବନେଶ୍ବରୀ ମନ୍ଦିର ରୁ ରାଜବଟି ଯାଏ ଏହି ଶୋଭାଯାତ୍ରା ଯାଇ ଥିଲା।
Body:ଶରଣାର୍ଥୀ ଙ୍କୁ ସ୍ୱାଗତ ଜଣାଇବା ସହିତ ତିରଙ୍ଗା ଧରି ବିରାଟ ଶୋଭାଯାତ୍ରା ରେ ବହୁତ ସଂଖ୍ୟା ରେ ସ୍ଥାନୀୟ ଲୋକ ଭାଗ ନେଇ ଥିଲେ।
Conclusion:ଶ୍ରୀ ଓରାମ ସହିତ ବିଜେପି ର ବାରିଷ୍ଟ ନେତା ଧୀରେନ ସେନାପତି,ଅନିଲ ବାର୍ଳା ମଧ୍ୟ ଶୋଭାଯାତ୍ରା ରେ ଭାଗ ନେଇ caa ସମର୍ଥନ ରେ ସ୍ଲୋଗାନ ଦେଇ ଥିଲେ।
ବକ୍ତା ମାନେ ଲୋକ ମାନଙ୍କ caa ସମ୍ପର୍କ ରେ ବୁଝାଇ ଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.