ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ରାଜକୀୟ ସମ୍ମାନରେ ଟି ସାନମୁଗରତ୍ନମଙ୍କୁ ଦିଆଯିବ ସମ୍ମାନ। ଏନେଇ ଭୁବନେଶ୍ୱର ଓ ପୁରୀରେ କାର୍ଯକ୍ରମ ପାଇଁ ହୋଇଛି କାର୍ଯ୍ୟକ୍ରମ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଗଣତାନ୍ତ୍ରିକ ଢଙ୍ଗରେ ତାଙ୍କ କାର୍ଯକ୍ରମ ପାଇଁ ୧୭.୦୧.୨୦୨୫ (ଶୁକ୍ରବାର) ଠାରୁ ତା ୧୮.୦୧.୨୦୨୫ (ଶନିବାର) ପର୍ଯ୍ୟନ୍ତ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସର୍ବସାଧାରଣ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଏନେଇ ଏହି ସବୁ ରୁଟ୍ରେ କେଉଁ ସମୟରେ କ’ଣ କଟକଣା ରହିଛି ଜାଣନ୍ତୁ ।
- ୧୭ ତାରିଖ ଶୁକ୍ରବାର ଦିନ
- ସକାଳ ୧୦.୫୦ ମିନିଟ୍ରୁ ସକାଳ ୧୧.୪୦ ମିନିଟ୍
ଏୟାରପୋର୍ଟ ଛକ- ହସ୍ପିଟାଲ୍ ଛକ -ଏ.ଜି. ଛକ -ବାମ ମୋଡ଼ ରାଜଭବନ ଛକ – ବାମ ମୋଡ଼ – ଗୋପବନ୍ଧୁ ଛକ – ବାମ ମୋଡ଼ ଓ.ୟୁ.ଏ.ଟି ଛକ – ଡାହାଣ ମୋଡ଼ – ସିଟି ଓମେନ୍ସ କଲେଜ୍ ଛକ – ଡେଲ୍ଟା ଛକ – ଫାୟାର ଷ୍ଟେସନ୍ ଛକ– ବାମ ମୋଡ଼ – ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ – ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ – କସ୍ମୋପଲିସ୍ ଛକ - ଡୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ ହୋଟେଲକୁ ଯିବେ।
- ଅପରାହ୍ନ ୨.୪୦ ମିନିଟ୍ ରୁ ଅପରାହ୍ଣ ୩.୨୦ ମିନିଟ୍
ହୋଟେଲ ରୁ ବାହାରି ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ - ଡାହାଣ ମୋଡ଼ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ୍ ଫ୍ଲାଏ ଓଭର ବ୍ରିଜ୍ - ସି.ଆର.ପି ଫ୍ଲାଏ ଓଭର ବ୍ରିଜ୍ – ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ – ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ – ବାଣୀ ବିହାର ଫ୍ଲାଏ ଓଭର ବ୍ରିଜ୍ -ଭି.ଏସ୍.ଏସ୍ ନଗର – ବାମ ମୋଡ଼ - ଭି.ଏସ୍.ଏସ୍ ନଗର ଫ୍ଲାଏ ଓଭର ବ୍ରିଜ୍ – କ୍ୟାପିଟାଲ୍ ଟୋୟୋଟା – ବାମ ମୋଡ଼ – ୱାଲ୍ଡ ସ୍କିଲ୍ ସେଣ୍ଟର ମଞ୍ଚେଶ୍ବର ଠାରେ ପହଞ୍ଚିବେ।
- ସନ୍ଧ୍ୟା ୫.୨୦ ମିନିଟ୍ ରୁ ସନ୍ଧ୍ୟା ୬.୦୦ ଘଟିକା
ୱାଲ୍ଡ ସ୍କିଲ ସେଣ୍ଟର ମଞ୍ଚେଶ୍ବର - କ୍ୟାପିଟାଲ୍ ଟୋୟୋଟା – ଡାହାଣ ମୋଡ଼ - ଭି.ଏସ୍.ଏସ୍ ନଗର ଫ୍ଲାଏ ଓଭର ବ୍ରିଜ୍ - ଭି.ଏସ୍.ଏସ୍ ନଗର – ବାମ ମୋଡ଼ – ରସୁଲଗଡ଼ ଛକ – ୟୁ ଟର୍ନ କରି - ବାଣୀ ବିହାର ଫ୍ଲାଏ ଓଭର ବ୍ରିଜ୍ - ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ - ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ - ସି.ଆର.ପି ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ୍ ଫ୍ଲାଏ ଓଭର ବ୍ରିଜ୍ – ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ – ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ – କସ୍ମୋପଲିସ୍ ଛକ - ଡୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ ହୋଟେଲରେ ପହଞ୍ଚିବେ ।
- ସନ୍ଧ୍ୟା ୭.୧୫ ମିନିଟ୍ ରୁ ସନ୍ଧ୍ୟା ୭.୩୫ ମିନିଟ୍
ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ - ଡୁମୁଡୁମା ଅଣ୍ଡର ପାସ୍ - କୋଳଥିଆ ଛକ – ଖଣ୍ଡଗିରି ଛକ – ଡାହାଣ ମୋଡ଼ – ଜାଗମରା ଛକ - ଗଣ୍ଡମୁଣ୍ଡା ଛକ - ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳା ଭୂମି ଜାଗମରା ରେ ପହଁଚି ସେଠାରେ ରାତ୍ରି ଭୋଜନ କରିବେ।
- ରାତ୍ରି ୮.୫୦ ମିନିଟ୍ରୁ ରାତି ୯.୨୦ ମିନିଟ୍
ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ, କଳା ଭୂମି, ଓଡ଼ିଶା - ଗଣ୍ଡମୁଣ୍ଡା ଛକ - ଜାଗମରା ଛକ – ଖଣ୍ଡଗିରି ଛକ – ବାମ ମୋଡ଼ - କସ୍ମୋପଲିସ୍ ଛକ - ତୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ଦେଇ ହୋଟେଲରେ ପହଞ୍ଚିବେ।
- ଶନିବାର ସକାଳ ୭.୫୦ ମିନିଟ୍ ରୁ ସକାଳ ୮.୫୦ ମିନିଟ୍
ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ - ଡାହାଣ ମୋଡ଼ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ଫାୟାର ଷ୍ଟେସନ୍ ଫ୍ଲାଏ ଓଭର ବ୍ରିଜ୍ - ସି.ଆର.ପି ଫ୍ଲାଏ ଓଭର ବ୍ରିଜ୍ – ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ – ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ – ବାଣୀ ବିହାର ଫ୍ଲାଏ ଓଭର ବ୍ରିଜ୍ – ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍ ପଳାଶୁଣୀ ଛକ - ସପ୍ତଶତୀ ଅଣ୍ଡର ପାସ୍ - ପାଣ୍ଡରା ଛକ - କେସୁରା ଛକ – ସାଇ ମନ୍ଦିର ଛକ – ଲିଙ୍ଗିପୁର ଛକ – ଧଉଳି ଛକ – ଉତ୍ତରା ଛକ ଦେଇ ପୁରୀ ଅଭିମୁଖେ ଗସ୍ତ କରିବେ । ପରେ ସେଠାରୁ କୋଣାର୍କ ଓ ରଘୁରାଜପୁର ଗସ୍ତ କାର୍ଯକ୍ରମ ରହିଛି।
- ମଧ୍ୟାହ୍ନ ୧୨.୦୦ ଘଟିକାରୁ ଅପରାହ୍ଣ ୧.୦୫ ମିନିଟ୍
ଉତ୍ତରା ଛକ – ଧଉଳି ଛକ - ଲିଙ୍ଗିପୁର ଛକ - ସାଇ ମନ୍ଦିର ଛକ - କେସୁରା ଛକ - ପାଣ୍ଡରା ଛକ - ସପ୍ତଶତୀ ଛକ – ବାମ ମୋଡ଼ - ପଳାଶୁଣୀ ଛକ – ରସୁଲଗଡ଼ ଫ୍ଲାଏ ଓଭର ବ୍ରିଜ୍ - ବାଣୀ ବିହାର ଫ୍ଲାଏ ଓଭର ବ୍ରିଜ୍ - ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର ବ୍ରିଜ୍ - ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ - ସି.ଆର.ପି ଫ୍ଲାଏ ଓଭର ବ୍ରିଜ୍ ଫାୟାର ଷ୍ଟେସନ୍ ଫ୍ଲାଏ ଓଭର ବ୍ରିଜ୍ - ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ – ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ – କକ୍ଳୋପଲିସ୍ ଛକ – ଡୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ ହୋଟେଲ ପର୍ଯ୍ୟନ୍ତ ।
- ଅପରାହ୍ନ ୨.୦୫ ମିନିଟ୍ ରୁ ଅପରାହ୍ଣ ୨.୪୦ ମିନିଟ୍
ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ - ଡାହାଣ ମୋଡ଼ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ – ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ପାତ୍ର ଇଲେକ୍ଟ୍ରୋନିକ୍ସ - ସର୍ଭିସ୍ ରୋଡ଼ - ଫାୟାର ଷ୍ଟେସନ୍ ଛକ – ବାମ ମୋଡ଼ – ରେଣ୍ଟାଲ ଛକ – ବାମ ମୋଡ଼ – କଳିଙ୍ଗ ଷ୍ଟୁଡିଓ ଛକ – ଡାହାଣ ମୋଡ଼ ଓଡ଼ିଶା ଆଦର୍ଶ ବିଦ୍ୟାଳୟ – ଆଦର୍ଶ ଗ୍ରାମ
- ଅପରାହ୍ନ ୩.୫୦ ମିନିଟ୍ ରୁ ଅପରାହ୍ଣ ୪.୨୦
ଆଦର୍ଶ ଗ୍ରାମ - ଓଡ଼ିଶା ଆଦର୍ଶ ବିଦ୍ୟାଳୟ – କଳିଙ୍ଗ ଷ୍ଟୁଡିଓ ଛକ – ବାମ ମୋଡ଼ - ରେଣ୍ଟାଲ ଛକ – ଡାହାଣ ମୋଡ଼ - ଫାୟାର ଷ୍ଟେସନ୍ ଛକ – ଡାହାଣ ମୋଡ଼ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ – କସମୋପଲିସ୍ ଛକ – ଡୁମୁଡୁମା ଅଣ୍ଡର ପାସ୍ - ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍
- ସନ୍ଧ୍ୟା ୫.୨୫ ମିନିଟ୍ ରୁ ସନ୍ଧ୍ୟା ୬.୦୦ ଘଟିକା
ଗେଲ୍ ଷ୍ଟେସନ୍ ଅଣ୍ଡର ପାସ୍ - ଡାହାଣ ମୋଡ଼ - ଖଣ୍ଡଗିରି ଫ୍ଲାଏ ଓଭର ବ୍ରିଜ୍ ବରମୁଣ୍ଡା ଫ୍ଲାଏ ଓଭର ବ୍ରିଜ୍ - ପାତ୍ର ଇଲେକ୍ଟ୍ରୋନିକ୍ସ – ସର୍ଭିସ୍ ରୋଡ୍ - ଫାୟାର ଷ୍ଟେସନ୍ ଛକ – ଡାହାଣ ମୋଡ଼ – ଜେଷ୍ଟା ଛକ – ସିଟି ଖୋମେନ୍ସ କଲେଜ୍ ଛକ - ଓ.ୟୁ.ଏ.ଟି ଛକ – ବାମ ମୋଡ଼ – ଗୋପବନ୍ଧୁ ଛକ – ଡାହାଣ ମୋଡ଼ – ରାଜଭବନ ଛକ ଡାହାଣ ମୋଡ଼ -ଏ.ଜି. ଛକ –ଡାହାଣ ମୋଡ଼ –ହସ୍ପିଟାଲ୍ ଛକ - ଏୟାରପୋର୍ଟ ଛକ ।
ଏହା ମଧ୍ୟ ପଢନ୍ତୁ ସିଙ୍ଗାପୁରର ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ
ଏହା ମଧ୍ୟ ପଢନ୍ତୁ ଓଡ଼ିଶା ଐତିହ୍ୟ ଗାଁ ବୁଲିବେ ସିଙ୍ଗାପୁର ରାଷ୍ଟ୍ରପତି, ଦେଖିବେ କୋଣାର୍କ ସୂର୍ଯ୍ୟମନ୍ଦିର
ରାଷ୍ଟ୍ରପତିଙ୍କ କାରକେଡ ଯିବା ସମୟରେ କୌଣସି ଯାନବାହାନ ଏହି ରାସ୍ତାରେ ଯାତାୟାତ କରିପାରିବେ ନାହିଁ କିମ୍ବା କୌଣସି ଗଳି ରାସ୍ତା ରୁ ଏହି ରାସ୍ତାକୁ ଆସିପାରିବେ ନାହିଁ । ଏନେଇ ଭି.ଭି.ଆଇ.ପି.ଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ବର – କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ଲାଗୁ କରାଯାଇଛି । ଏନେଇ ନିର୍ଦେଶନାମା ଜାରି କରାଯାଇଛି ।