ETV Bharat / state

ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଗିରଫ - ବ୍ୟାଙ୍କରୁ ଠକେଇ ଅଭିଯୋଗ

ରାଉରକେଲା ସହରର ସାଇବର ଥାନା ପୋଲିସ ବ୍ୟାଙ୍କରୁ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛି । ଅଧିକ ଖବର ପଢନ୍ତୁ...

ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଗିରଫ
ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଗିରଫ
author img

By

Published : Dec 21, 2019, 11:09 AM IST

ରାଉରକେଲା: ସହରର ସାଇବର ଥାନା ପୋଲିସ ବ୍ୟାଙ୍କ ରୁ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛି । ଏହି ଠକେଇ 2018 ମସିହା ସେପ୍ଟେମ୍ବର 21 ତାରିଖରୁ ଅକ୍ଟୋବର 5 ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବିରମିତ୍ରପୁର ଏକ ବ୍ୟାଙ୍କରୁ ଠକେଇ ହୋଇଛି ।

ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଗିରଫ

ଗ୍ରାମାଞ୍ଚଳ ଲୋକ ମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫରୁ ଏହି ବ୍ୟାଙ୍କ ମିତ୍ର ଯୋଜନା କରାଯାଇଥିଲା । ବ୍ୟାଙ୍କ ତରଫରୁ ଏମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇ କିଓସକେ ମାଧ୍ୟମରେ ଏହି ବ୍ୟାଙ୍କ ମିତ୍ରମାନେ ଏକ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଲୋକଙ୍କ ଟଙ୍କା ଜମା , ସହ ଟଙ୍କା ବାହାର କରିବା କାମ କରୁଥିଲେ ।

ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭରକୁ ଆସେସ କରି ଏ ପ୍ରକାର ଠକେଇ ହୋଇଥିବା ଜଣାପଡିଛି । ପ୍ରଥମେ ବନ୍ଧମୁଣ୍ଡାର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇରେ ସଫଳ ହେବା ପରେ ବିରମିତ୍ରପୁର ବ୍ୟାଙ୍କ ଶାଖାର ଦୁଇ ବନ୍ଧୁଙ୍କୁ ଏହି ଠକେଇ କାମରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ ।

ରାଉରକେଲା ସାଇବର ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଦିନ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଉରକେଲା ସାଇବର ଥାନା ପୋଲିସ ବ୍ୟାଙ୍କ ରୁ 40 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ 3 ଜଣ ବ୍ୟାଙ୍କ ମିତ୍ର ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 2 ଲକ୍ଷ 80 ହଜାର ଟଙ୍କା ଜବତ କରିଛନ୍ତି ।

Body:ଏହି ଠକେଇ 2018 ମସିହା ସେପ୍ଟେମ୍ବର 21 ତାରିଖରୁ ଅକ୍ଟୋବର 5 ତାରିଖ ମଧ୍ୟରେ ବନ୍ଧମୁଣ୍ଡା ଏବଂ ବିରମିତ୍ରପୁର United Bank Of India ରୁ ଠକେଇ ହୋଇଛି । ଗ୍ରାମାଞ୍ଚଳ ଲୋକ ମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ବିଭିନ୍ନ ବ୍ୟାଙ୍କ ତରଫ ରୁ ଏହି ବ୍ୟାଙ୍କ ମିତ୍ର ଯୋଜନା କରାଯାଇଥିଲା । ବ୍ୟାଙ୍କ ତରଫରୁ ଏମାନଙ୍କ ନାମରେ ଏକାଉଣ୍ଟ ଖୋଲାଯାଇ କିଓସକ ମାଧ୍ୟମ ରେ ଏହି ବ୍ୟାଙ୍କ ମିତ୍ରମାନେ ଏକ ମିନି ବ୍ୟାଙ୍କ ସଦୃଶ କାମ କରୁଥିଲେ । ଲୋକଙ୍କ ଟଙ୍କା ଜମା , ସହ ଟଙ୍କା ବାହାର କରିବା କାମ କରୁଥିଲେ । ଏହାର ସୁଯୋଗ ନେଇ ବ୍ୟାଙ୍କ ସର୍ଭେୟର କୁ acess କରି ଏ ପ୍ରକାର ଠକେଇ ହୋଇଥିଲା । ପ୍ରଥମେ ବନ୍ଧମୁଣ୍ଡା UBI ର ବ୍ୟାଙ୍କ ମିତ୍ର ସନ୍ତୋଷ ପତି ଏହି ଠକେଇ ରେ ସଫଳ ହେବା ପରେ ବିରମିତ୍ରପୁର UBI ଶାଖାର ଦୁଇ ବନ୍ଧୁ ଙ୍କୁ ଏହି ଠକେଇ କାମରେ ନିୟୋଜିତ କରି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିଲେ ।
Conclusion:
ରାଉରକେଲା ସାଇବର ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଦିନ 3 ଜଣ ବ୍ୟାଙ୍କ ମିତ୍ରଙ୍କୁ ଗିରଫ କରିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.