ETV Bharat / state

ନାମଫଳକରେ ବ୍ରିଜ, ପ୍ରବଳ ବର୍ଷାରେ ଭୁଷୁଡିଲା ବାଉଁଶ ପୋଲ

ଭୁଶୁଡି ପଡିଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ । ରାଉରକେଲା ସ୍ମାର୍ଟସିଟିକୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡିବା ପରେ ଏଣିକି ଡଙ୍ଗାରେ ଲୋକମାନେ ଯିବା ଆସିବା କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେପଟେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନବାଚୀ ।

author img

By

Published : Jul 3, 2019, 8:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଝାଡଖଣ୍ଡରେ ପ୍ରବଳ ବର୍ଷାର ପ୍ରଭାବରେ ଭୁଶୁଡି ପଡିଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ । ରାଉରକେଲା ସ୍ମାର୍ଟସିଟିକୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡିବା ପରେ ଏଣିକି ଡଙ୍ଗାରେ ଲୋକମାନେ ଯିବା ଆସିବା କରିବା ପାଇଁ ବାଧ୍ୟ ହୋଇଛନ୍ତି । ସେପଟେ ପ୍ରଶାସନର ନିରବତା ନେଇ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଉ ଘାଟରେ ପୋଲ ପାଇଁ ଶିଳାନ୍ୟାସ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ଇଟ୍ଟା ପଡିନାହିଁ । ରିଉ ଘାଟ ତଥା ପାସରା ଘାଟରେ ପ୍ରତିଦିନ ହଜାର ହଜାର ଲୋକ ବାଉଁଶ ପୋଲ ଦେଇ ସ୍ମାର୍ଟସିଟିରେ ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ ତଥା କାମ ସନ୍ଧାନରେ ଆସନ୍ତି । ଜୀବନକୁ ବାଜି ଲଗାଇ ସରକାରୀ ବାବୁ, ଶିକ୍ଷକମାନେ ମଧ୍ୟ ଏହି ବାଉଁଶ ପୋଲ କିମ୍ବା ଦଣ୍ଡରେ ଯିବା ଆସିବା ପାଇଁ ବାଧ୍ୟ । ହେଲେ ଏହା ସବୁବେଳେ ମାରାତ୍ମକ ।

କାରଣ ଝାରଖଣ୍ଡରେ ପ୍ରବଳ ବର୍ଷା ହେଲେ ବଡ଼ ବଡ଼ କାଠ ତଥା ଗଛ ଫସି ଆସେ । ତାହା ବାଉଁଶ ପୋଲ କିମ୍ବା ଦଙ୍ଗା ପାଇଁ ମାରାତ୍ମକ । ସରକାର ଆଦିବାସୀ ଅଂଚଳର ବିକାଶ ଉପରେ ଗୁରୁତ୍ବ ଦେବାର ଡିଣ୍ଡିମ ପିଟୁଛନ୍ତି ତାହା କେତେ ଦୂର ଠିକ । ଏମାନଙ୍କ ଭାଗ୍ୟ କେବେ ସୁଧୁରିବ ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଝାରଖଣ୍ଡ ରେ ପ୍ରବଳ ବର୍ଷା ର ପ୍ରଭାବ ରେ ଭୁଶୁଡି ପଡିଲା କୋଏଲ ନଦୀ ଉପରେ ନିର୍ମିତ ବାଉଁଶ ପୋଲ। ରାଉରକେଲା ସ୍ମାର୍ଟସିଟି କୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡିବା ପରର ଏଣିକି ଡଙ୍ଗା ରେ ଲୋକ ମାନେ ଯିବା ଆସିବା କରିବା ପାଇଁ ବାଧ୍ୟ। ପ୍ରାଣ କୁ ବାଜି ଲଗାଇ ଲୋକ ମାନେ ଯିବା ଆସିବା କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରିଉ ଘାଟରେ ପୋଲ ପାଇଁ ଶିଳାନ୍ୟାସ କରିଥିଲେ କିନ୍ତୁ ଆଜି ପର୍ଯନ୍ତ ଗୋଟିଏ ଇଟା ପଡି ନାହିଁ। ରିଉ ଘାଟ ତଥା ପାସରା ଘାଟ ରେ ପ୍ରତିଦିନ ହଜାର ହଜାର ଲୋକ ବାଉଁଶ ପୋଲ ଦେଇ ସ୍ମାର୍ଟସିଟି ରେ ସ୍ୱାସ୍ଥ୍ୟ,ଶିକ୍ଷା, ବ୍ୟବସାୟ ତଥା କାମ ସଁଧାନ ରେ ଆସନ୍ତି। ଜୀବନ କୁ ବାଜି ଲଗାଇ ସରକାରୀ ବାବୁ ,ଶିକ୍ଷକ ମନେ ମଧ୍ୟ ଏହି ବାଉଁଶ ପୋଲ କିମ୍ବା ଦଣ୍ଡ ରେ ଯିବା ଆସିବା ପାଇଁ ବାଧ୍ୟ।

Body:ଏହା ସବୁବେଳେ ମାରାତ୍ମକ। କାରଣ ଝାରଖଣ୍ଡ ରେ ପ୍ରବଳ ବର୍ଷା ହେଲେ ବଡ଼ ବଡ଼ କାଠ ତଥା ଗଛ ଫାଂସୀ ଆସି। ତାହା ବାଉଁଶ ପୋଲ କିମ୍ବା ଦଙ୍ଗା ପାଇଁ ମାରାତ୍ମକ। ସରକାର ଆଦିବାସୀ ଅଂଚଳ ର ବିକାଶ ଉପରେ ଗୁରୁତ୍ୱ ଦେବାର ଦିମଦିମି ପିଟୁଛନ୍ତି ତାହା କେତେ ଦୂର ଠିକ। ଏକ ସମ୍ବେଦନଶୀଳ ସରକାର କେମିତି ପ୍ରତିଦିନ ହଜାର ହଜାର ଲୋକ ନିଜ ର ପ୍ରାଣବାଜି ଲଗାଇବା ଘଟଣା ର ମୁକଦର୍ଶକ ହେଉଛନ୍ତି

Conclusion:ଦୁର୍ଭାଗ୍ୟ ର କଥା କି ରାଉରକେଲା ଭଳି ସ୍ମାର୍ଟସିଟି କୁ ସଂଯୋଗ କରୁ ଥିବା ବାଉଁଶ ପୋଲ ଭାଙ୍ଗିଲା ତଥା ଏଠାକାର ଲୋକଙ୍କୁ ତା ବଦଳରେ ଡଙ୍ଗା ରେ ଯିବା ଆସିବା କରିବା ଏମାନଙ୍କ ଭାଗ୍ୟ ରେ। ଏମାନଙ୍କ ଭାଗ୍ୟ କେବେ ସୁଧାରିବ ତାହା ବଡ଼ ପ୍ରଶ୍ନ
ବାଇଟ- ଗ୍ରାମବାସୀ
ବାଇଟ-ଗ୍ରାମବାସୀ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.