ETV Bharat / state

ସୁନ୍ଦରଗଡରେ ଜିଲ୍ଲା ପ୍ରଶାସନର ମୁନମୁଖୀ କାର୍ଯ୍ୟ, ଅସନ୍ତୁଷ୍ଟ ଜିଲ୍ଲାବାସୀ - sundaragarh all party metting

ସୁନ୍ଦରଗଡରେ ସମସ୍ତ ରାଜନୈତିକ ଦଳର ନେତା, ବୁଦ୍ଧିଜୀବୀ ଓ ସାଧାରଣ ନାଗରିକଙ୍କୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ । ଜିଲ୍ଲା ପ୍ରଶାସନର ଦୁର୍ନୀତି ସମ୍ପର୍କରେ ହେଲା ଆଲୋଚନା । ଅଧିକ ପଢନ୍ତୁ...

all party metting held in sundaragarh
ସୁନ୍ଦରଗଡରେ ଜିଲ୍ଲା ପ୍ରଶାସନର ମୁନମୁଖୀତା; ଅସନ୍ତୁଷ୍ଟ ଜିଲ୍ଲାବାସୀ
author img

By

Published : Jan 5, 2021, 9:20 PM IST

ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୋଷ ହୋଇ ଏକତ୍ରିତ ହେଲେ ସୁନ୍ଦରଗଡବାସୀ । ଜିଲ୍ଲା ପ୍ରଶାସନଙ୍କୁ ତାଙ୍କ ଶାସନର ପରିସୀମା ବୁଝାଇ ଦେବା ନେଇ ସେମାନଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ସମ୍ପଦକୁ ଜିଲ୍ଲାପାଳ ଅସତ୍ ଭାବରେ ଉପଯୋଗ କରୁଥିବା କହିଛି ଏହି କମିଟି । ବୈଠକରେ ସମସ୍ତ ରାଜନୈତିକ ଦଳର ନେତା, ସୁନ୍ଦରଗଡ ବୁଦ୍ଧିଜୀବୀ ମହଲ, ସାଧାରଣ ନାଗରିକ ଓ ଖୋଦ ସୁନ୍ଦରଗଡ ବିଧାୟିକା ଉପସ୍ଥିତ ରହି ଜିଲ୍ଲାପାଳଙ୍କ ମନମୁଖୀ କାରବାର ସମ୍ପର୍କରେ ଆଲୋଚନା କରିଛନ୍ତି ।

ସୁନ୍ଦରଗଡରେ ଜିଲ୍ଲା ପ୍ରଶାସନର ମୁନମୁଖୀତା; ଅସନ୍ତୁଷ୍ଟ ଜିଲ୍ଲାବାସୀ

ସୁନ୍ଦରଗଡ ଜିଲ୍ଲାର ଉନ୍ନତି ନାମରେ ଜିଲ୍ଲାପାଳ ସୁନ୍ଦରଗଡର ଅର୍ଥକୁ ନିଜ ସ୍ବାର୍ଥରେ ବିନିଯୋଗ କରି ଡିଏମଏଫ ଫଣ୍ଡକୁ ମନଇଚ୍ଛା ଲୁଟୁଥିବା ଅଭିଯୋଗ ହୋଇଛି । ଡିମଏଫ ଫଣ୍ଡ ସଦସ୍ୟଙ୍କୁ ନ ଜଣାଇ କେତେକ ପ୍ରକଳ୍ପ କରାଯାଉଥିବା ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ କହିଛନ୍ତି । ଏପରିକି ଏ ସମ୍ପର୍କିତ ତଥ୍ୟ ଚାହିଁଲେ ବି ଦିଆଯାଉ ନଥିବା ମଧ୍ୟ କୁହାଯାଇଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.