ETV Bharat / state

ରାଉରକେଲାରେ ବଜରଙ୍ଗ ଦଳର ଚୀନ ସାମଗ୍ରୀକୁ ବିରୋଧ - ରାଉରକେଲା

ରାଉରକେଲାରେ ବଜରଙ୍ଗ ଦଳ ପକ୍ଷରୁ ଉଦିତନଗର ଆମ୍ବେଦକର ଛକରେ ଚୀନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହ ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ବଜରଙ୍ଗ ଦଳ କର୍ମୀମାନେ ଆହ୍ବାନ ଦେଇଥିଲେ ।

ରାଉରକେଲାରେ ବଜରଙ୍ଗ ଦଳର ଚୀନ ସାମଗ୍ରୀକୁ ବିରୋଧ

author img

By

Published : Jun 18, 2020, 7:25 PM IST

Updated : Jun 18, 2020, 8:45 PM IST

ରାଉରକେଲା: ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷରେ 20 ଯବାନ ଶହୀଦ ହେବା ଘଟଣାରୁ ଦେଶରେ ଚୀନ ବିରୋଧି କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଡାକରା ଦିଆଗଲାଣି । ରାଉରକେଲାରେ ବି ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ବଜରଙ୍ଗ ଦଳ କର୍ମୀମାନେ ଆହ୍ବାନ ଦେଇଥିଲେ ।

ରାଉରକେଲାରେ ବଜରଙ୍ଗ ଦଳର ଚୀନ ସାମଗ୍ରୀକୁ ବିରୋଧ

ସୂଚନାଥାଉକି, ରାଉରକେଲାରେ ବଜରଙ୍ଗ ଦଳ ପକ୍ଷରୁ ଉଦିତନଗର ଆମ୍ବେଦକର ଛକରେ ଚୀନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ସହ ଚାଇନା ସାମଗ୍ରୀକୁ ବର୍ଜନ କରିବାକୁ ବଜରଙ୍ଗ ଦଳ କର୍ମୀମାନେ ଆହ୍ବାନ ଦେଇଥିଲେ । ବଜରଙ୍ଗ ଦଳ ତରଫରୁ ଆୟୋଜିତ ଏହି ବିକ୍ଷୋଭରେ ଚୀନ ରାଷ୍ଟ୍ରପତିଙ୍କ ଫଟୋ ଦାହ କରାଯାଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Last Updated : Jun 18, 2020, 8:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.