ETV Bharat / state

ଝିରପାଣି ପୋଲରୁ ଖସି ନବମ ଶ୍ରେଣୀ ଛାତ୍ର ନିଖୋଜ - କୋଏଲ ନଦୀ

ଝିରପାଣି ପୋଲ ଉପରୁ ଏମ୍‌ଜିଏମ୍‌ ସ୍କୁଲର ଜଣେ ନବମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ଖସି ପଡି ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛାତ୍ର ଜଣକ ହେଲେ  କୋଏଲ ନଗରର ବାସିନ୍ଦା ନିର୍ମଳ ଦାସଙ୍କ ପୁଅ ନିଲେଶ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 26, 2019, 5:42 PM IST

ରାଉରକେଲା: ଝିରପାଣି ପୋଲ ଠାରେ ଅଘଟଣ । ଝିରପାଣି ପୋଲ ଉପରୁ ଜଣେ ନବମ ଶ୍ରେଣୀର ଛାତ୍ର କୋଏଲ ନଦୀରେ ଖସି ପଡିଛି । ଛାତ୍ର ଜଣକ ହେଲେ ଏମ୍‌ଜିଏମ୍‌ ସ୍କୁଲର ନିଲେଶ ଦାସ । ବୁଡିଯାଇଥିବା ନାବାଳକକୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଛାତ୍ର ଜଣକ ହେଲେ କୋଏଲ ନଗର ବାସିନ୍ଦା ନିର୍ମଳ ଦାସଙ୍କର ପୁଅ ନିଲେଶ । ସୂଚନା ମୁତାବକ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଘଟଣାର ଖବର ଦେବା ପରେ ଯବାନ ମାନେ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ନାବାଳକଟି ପୋଲ ଉପରୁ ଖସି ପଡିଛି । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇ ନାହିଁ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ଝିରପାଣି ପୋଲ ଉପରୁ ଏକ ଛାତ୍ର କୋଏଲ ନଦୀ ରେ ଖସି ବୁଡି ଯାଇ ନିଖୋଜ ଥିବା କୁହା ଯାଉଛି। ମିଳି ଥିବା ଖବର ଅନୁସାରେ ବୁଡି ଥିବା ପିଲାଟି ର ନା ନିଲେଶ ଦାସ ତଥା ସେ MGM ସ୍କୁଲ ର 9 କ୍ଲାସ ର ଛାତ୍ର। କୋଏଲନଗର ନିବାସୀ ନିର୍ମଳ ଦାସ ର ପୁଅ ବୋଲି ଜଣା ପଡିଛି।Body:ସ୍ଥାନୀୟ ଲୋକ ମନେ ଅଗ୍ନିଶମ ବିଭାଗ କୁ ଘଟଣା ର ଖବର ଦେବା ପରେ ଯବାନ ମାନେ ଆସି ତାକୁ ଉଦ୍ଧାର କରିବା କାମ ଆରମ୍ଭ କରି ଥିଲେ।Conclusion:ଘଟଣା ର ଖବର ପାଇବା ପରେ ବହୁତ ସଂଖ୍ୟା ରେ ସ୍ଥାନୀୟ ଲୋକ ମାନେ ଏକତ୍ରିତ ହୋଇ ଥିଲେ।
ଏହା ଆତ୍ମହତ୍ୟା ନ ଦୁର୍ଘଟଣା ତାହା ସ୍ପଷ୍ଟ ହୋଇ ନାହିଁ। ବୁଡି ଥିବା ବାଳକ କୁ ଖୋଜିବା ପାଇଁ ସବୁ ପ୍ରୟାସ ଜାରି ରହିଛି। ପିଲାଟି ପୋଲ ଉପରୁ ଖସି ପଡି ଥିଲା ବୋଲି କୁହ ଯାଉଛି। ଥିଲା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.