ETV Bharat / state

କଳୁଙ୍ଗା ଲ୍ୟାମ୍ପରୁ ଲୁଟ ଘଟଣା, 3 ଗିରଫ

କଲୁଙ୍ଗା ଲ୍ୟାମ୍ପରୁ ଲୁଟ୍ ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ ।

author img

By

Published : Jul 14, 2019, 9:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: କଲୁଙ୍ଗା ଲ୍ୟାମ୍ପରୁ ଲୁଟ୍ ହୋଇଥିବା 3 ଲକ୍ଷ ଟଙ୍କା ଘଟଣାରେ 3 ଜଣଙ୍କୁ ଗିରଫ କରିଛି ବ୍ରାହ୍ମଣୀ ତରଙ୍ଗ ପୋଲିସ । ଗିରଫ ଅଭିଯକ୍ତ ହେଲେ ବଦଗୁଡ଼ିଆଳିର ଚିତ୍ରସେନ ଲାକଡ଼ା, ରାଜଗାଙ୍ଗପୁର ଅଞ୍ଚଳର ରଜତ ଆନନ୍ଦ ତିରୀ ଏବଂ ପବନ ତିର୍କୀ । ସେମାନଙ୍କ ନିକଟରୁ ନଗଦ 10 ହଜାର ଟଙ୍କା, ମୋଟର ସାଇକେଲ ଏବଂ ପିସ୍ତଲ ଜବତ ହୋଇଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାନୁସାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଲ୍ୟାମ୍ପରୁ ଶୁକ୍ରବାର ଲୁଟ୍‌ ହୋଇଥିଲା । ସକାଳ ସାଢ଼େ ୧୦ଟାରେ ଲ୍ୟାମ୍ପ ଖୋଲିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଥିଲା । ତେବେ ଦିନ ଦ୍ବିପ୍ରହରେ ଏଭଳି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଯାଇଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-କଳୁଙ୍ଗା ଲେମ୍ପସ ରୁ ପାଖାପାଖି 3 ଲକ୍ଷ ଟଙ୍କା ଲୁଟ ଘଟଣା ରେ ପୋଲିସ 3 ଜଣଙ୍କୁ ଗିରଫ କରିବା ସହିତ 10 ହଜାର ଟଙ୍କା ନଗଦ, ଲୁଟ ତାଙ୍କ ରେ କିଣା ହୋଇ ଠିନା ମୋଟରସାଇକଲ, ଲୁଟ ସମୟ ରେ ପ୍ରୟୋଗ କର ଯାଇ ଠିନା ପିସ୍ତଲ ତଥା ମୋଟର ସାଇକଲ କୁ ମଧ ଜପତ କର ଯାଇଛି।Body:ବଦଗୁଡ଼ିଆଳି ର ଚିତ୍ରସେନ ଲାକଡ଼ା,ରାଜଗାଙ୍ଗପୁର ଅଂଚଳ ର ରଜତ ଆନନ୍ଦ ତିରୀ ତଥା ପବନ ତିର୍କୀ କୁ ପୋଲିସ ଗିରଫ କରିଛି।ପବନ ର ଅପଚି କୁ ଏହି ଲୂଟ ସମୟ ରେ ପ୍ରୟୋଗ କର ଯାଇ ଥିଲା
Conclusion:ବ୍ରହ୍ମଣୀତରଙ୍ଗ ପୋଲସ ଏହି ଡକାୟତ ଦଳ କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଲେମ୍ପ ଖୋଲିବ ସମୟ ରେ ଦିନ ଦ୍ବୀପହର ରେ ଏହି ଲୂଟ ପରେ ଲୋକ ମାନେ ଆତଙ୍କିତ ଥିଲେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.