ETV Bharat / state

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ନାବାଳକ ସହ 4 ଗିରଫ

author img

By

Published : Jul 16, 2019, 11:43 PM IST

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସହ 4 ଜଣଙ୍କୁ ଗିରଫ କରିଛି ପୋଲିସ । ନାବାଳିକା ଜଣକ ନିଜ କାକା ଘରକୁ ବୁଲିବାକୁ ଆସିଥିବାବେଳେ ଏଭଳି କାଣ୍ଡ ଘଟାଇଥିଲେ ଦୁଷ୍କର୍ମକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକ ସହ 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ 4 ହେଲେ ଭାଲୁଗାଁର ବିକାଶ ତିର୍କୀ, ଅମିତ କିସପଟ୍ଟା, ପ୍ରଶାନ୍ତ ଟପ୍ପୋ, ରବିନ କିସପଟ୍ଟା ।

ସୂଚନାନୁସାରେ, ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ନିଜ କାକା ଘରକୁ ନାବାଳିକା ଜଣକ ବୁଲିବାକୁ ଆସିଥିଲେ । ଏହିସମୟରେ ଅଭିଯୁକ୍ତମାନେ ନାବାଳିକା ଜଣଙ୍କୁ ଟେକି ନେଇ ଶଙ୍ଖ ନଦୀକୂଳରେ ଦୁଷ୍କର୍ମ କରିଥିଲେ । ପରେ ନାବାଳିକା ଜଣକ ଘଟଣାସମ୍ପର୍କରେ ନିଜ ଘରେ କହିଥିଲେ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ନାବାଳିକା କୁ ଗଣ ଦୁଷ୍କର୍ମ 1 ନାବାଳକ ସହିତ 5 ଗିରଫ
ରାଉରକେଲା- ବ୍ରହ୍ମଣୀତରଙ୍ଗ ଥାନା ଅଂଚଳ ରେ ନିଜ କାକା ଘର କୁ ଆସି ଥିବା ନାବାଳିକା ସହିତ ଦୁଷ୍କର୍ମ ଅଭିଯୋଗ ରେ ପୋଲିସ ଭାଲୁପତ୍ର ଗାଁ ର ବିକାଶ ତିର୍କୀ,ଅମିତ କିସପଟ୍ଟା,ପ୍ରଶାନ୍ତ ଟପ୍ପୋ,ରବିନ କିସପଟ୍ଟା ସହିତ ଏକ ନବଳିକ କୁ ଗିରଫ କରିଛି।Body:15 ବର୍ଷ ର ନାବାଳିକା କୁଏମନେ ଟେକି ମେଇ ଶଙ୍ଖ ନଦୀ କୁଲ ରେ ଏହିମାନେ ଦୁଷ୍କର୍ମ କରି ଥିଲେ।
ଘଟଣା ପରେ ନାବାଳିକା ପିର ଘଟଣା ତା ଘରେ କହିବା ପରେ ବ୍ରହ୍ମଣୀତରଙ୍ଗ ଥାନା ରେ ଏତଲା ଦେଇ ଥିଲେ। ଏତଲା ପରେ ପୋଲିସ ଚଡଓ କରି ଏମାନଙ୍କୁ ଗିରଫ କରିଛି।
ଅଭିଯୁକ୍ତ ମାନଙ୍କ ବିରୋଧରେ ବିଭିନ୍ନ ଧାରା ରେ ମାମଲା ରୁଜୁ ହୋଇଛି।Conclusion:ପୋଲିସ ଗିରଫ ମାନଙ୍କୁ କୋର୍ଟ ଚାଲାଣ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.