ETV Bharat / state

ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛେପାପାଲି ଗାଁରେ ବିଦ୍ୟୁତ ଆଘାତରେ ଯୁବକର ମୃତ । ମୃତକ ଜଣକ ହେଲେ ପୁରଞ୍ଜିତ କ୍ଷେତ୍ରି । ଅଧିକ ପଢନ୍ତୁ...

author img

By

Published : Sep 4, 2020, 4:23 PM IST

young man dies in electric shock
ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଛେପାପାଲି ଗାଁରେ ବିଦ୍ୟୁତ ଆଘାତରେ ଯୁବକର ମୃତ । ମୃତକ ଜଣକ ହେଲେ ପୁରଞ୍ଜିତ କ୍ଷେତ୍ରି ।

ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

ପୋଲିସ ଅଧିକାରୀଙ୍କ ସୁଚନା ଅନୁସାରେ, ପୁରଞ୍ଜିତ କ୍ଷେତ୍ରି ଆଜି ନିଜ ଘରେ ବିଦ୍ୟୁତ କାମ କରୁଥିବା ସମୟରେ ଅସାବଧାନ ହୋଇ ବିଦ୍ୟୁତ ସଂସ୍ପର୍ଷରେ ଆସିଥିଲେ । ଫଳରେ ବିଦ୍ୟୁତ ଆଘାତରେ ସେ ଅଚେତ ହୋଇ ପଡ଼ିଥିଲେ । ବିଦ୍ୟୁତ ଆଘାତରେ ଗୁରୁତର ଅବସ୍ଥାରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଭର୍ତି କରାଯାଇଥିଲା । ହେଲେ ଡ଼ାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି।

ପୁରଞ୍ଜିତ ଜଣେ ଭଦ୍ର ଓ ମେଳାପୀ ବ୍ଯକ୍ତି ଥିବାରୁ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.