ETV Bharat / state

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ - protest against liquor shop in subarnapur

ମଦଭାଟି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ମରାଡୁଗୁଛା ଗାଁର ଆଇନଜୀବୀ ବଳଦେବ ବେଦବାକ ଓ ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ଗୃହିଣୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ
ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ
author img

By

Published : Dec 3, 2019, 8:28 PM IST

ସୁବର୍ଣ୍ଣପୁର: ମଦଭାଟି ବନ୍ଦ ଦାବିରେ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହିଳା । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୁଛା ଗାଁର ଗୃହିଣୀ ମଦଭାଟି ବନ୍ଦ ପାଇଁ ଆନ୍ଦୋଳନ କରିଛନ୍ତି । ଆଇନଜୀବୀ ବଳଦେବ ବେଦବାକ ଓ ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ବରେ ମହିଳା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।

ଜିଲ୍ଲାପାଳଙ୍କ ସମ୍ନାରେ ବିଭିନ୍ନ ସ୍ଲୋଗାନ ଦେଇ ମରାଡୁଗୁଛା ଅଞ୍ଚଳରେ ବେଆଇନ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଥିଲେ । ଏହି ଅଞ୍ଚଳରେ ବ୍ୟାପକ ପରିମାଣରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାରୁ ଏହାକୁ ରୋକିବା ପାଇଁ ଦାବି ହୋଇଛି । ପୂର୍ବରୁ ଅନେକ ଥର ଜିଲ୍ଲା ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ମହିଳା ।

ମଦଭାଟି ବନ୍ଦ ଦାବିରେ ରାଜରାସ୍ତାରେ ଗୃହିଣୀ

ସେପଟେ ମରାଡୁଗୁଛା ଗାଁ ପାଖରେ ଥିବା ଭାଟି ବନ୍ଦ କରିବା ସହିତ କୁଚିଆ ବିକ୍ରିକୁ ମଧ୍ୟ ବନ୍ଦ କରିବା ଦାବି କରିଛନ୍ତି । କୁଚିଆ ବେପାରୀଙ୍କୁ ମନା କରିବାରୁ ସେମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି । ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୁଚ୍ଛା ଗାଁର ଗୃହିଣୀ ମାନେ ଜିଲ୍ଲାପାଳଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଆଇନଜୀବି ବଳଦେବ ବେଦବାକ ଓ ସ୍ବେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ନେତୃତ୍ୱରେ ମହିଳାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।ଜିଲ୍ଲାପାଳଙ୍କ ଆଗରେ ବିଭିନ୍ନ ସ୍ଲୋଗାନ ଦେଇ ମରାଡୁଗୁଚ୍ଛା ଅଞ୍ଚଳରେ ବେଆଇନ ମଦ ବିକ୍ରି ବନ୍ଦ କରିବା ପାଇଁ ଦାବି କରିଥିଲେ। ମରାଡୁଗୁଚ୍ଛା ଗାଁ ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପରିମାଣରେ ବେଆଇନ ଭାବେ ମଦ ବିକ୍ରି ହେଉଥିବାରୁ ଏହାକୁ ରୋକିବା ପାଇଁ ଦାବି କରିଛନ୍ତି।ପୂର୍ବରୁ ଅନେକଥର ଜିଲ୍ଲା ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଶେଷରେ ବାଧ୍ୟହୋଇ ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Body:ମରାଡୁଗୋଛା ଗାଁ ପାଖରେ ଥିବା ଭାଟି ବନ୍ଦ କରିବା ସହିତ କୁଚିଆ ବିକ୍ରିକୁ ବି ବନ୍ଦ କରିବା ଦାବି କରିଛନ୍ତି ।କୁଚିଆ ବେପାରୀଙ୍କୁ ମନା କରିବାରୁ ବେପାରୀମାନେ ଧମକ ଦେଉଥିବା ଅଭିଯୋଗ କରିଛନ୍ତି।ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେଵାକୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ବାଇଟ 1 ଅନୁପମା ସାହୁ , ଆନ୍ଦୋଳନକାରୀ ।
ବାଇଟ 2 ଶ୍ରଦ୍ଧାଞ୍ଜଳି ମିଶ୍ର , ସ୍ବେଚ୍ଛାସେବୀ , ସୁବର୍ଣ୍ଣପୁର।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.