ETV Bharat / state

ଧାନ କ୍ରୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ - women participate in paddy farming

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆତ୍ମନିର୍ଭରଶୀଳ ପାଇଁ ପ୍ରଶାସନ ଉଦ୍ୟମ କରିଛି। ଶୁକ୍ରବାର ମିଶନ ଶକ୍ତି ହଲଠାରେ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 9, 2019, 1:36 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆତ୍ମନିର୍ଭରଶୀଳ ପାଇଁ ପ୍ରଶାସନ ଉଦ୍ୟମ କରିଛି। ଶୁକ୍ରବାର ମିଶନ ଶକ୍ତି ହଲଠାରେ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଚଳିତ ଖରିଫ ଋତୁରେ 17ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ନିୟୋଜିତ କରାଯାଇଛି। ଏମାନଙ୍କର ଆର୍ଥିକ ବିକାଶ ପାଇଁ ସିଧାସଳଖ ଚାଷୀଙ୍କ ପାଖରୁ ଧାନ ସଂଗ୍ରହ କରି ମିଲର୍ସଙ୍କୁ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମହିଳା ସଭାନେତ୍ରୀ ଓ ସମ୍ପାଦକ ମାନଙ୍କୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ ଏଆରସିଏସ ଭୀମସେନ ସାହୁ ଓ ଅତିରିକ୍ତ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁବୋଧ କୁମାର ହୋତା ପ୍ରଶିକ୍ଷଣ ଦେଇଥିଲେ ।

ଚଳିତ ଖରିଫ ଋତୁର ଧାନ ସଂଗ୍ରହ ଆସନ୍ତା 15 ତାରିଖରୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକୁ ଆତ୍ମନିର୍ଭରଶୀଳ ପାଇଁ ପ୍ରଶାସନ ଉଦ୍ୟମ କରିଛି।ଆଜି ମିଶନ ଶକ୍ତି ହଲଠାରେ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।ଚଳିତ ଖରିଫ ଋତୁରେ 17ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ନିୟୋଜିତ କରାଯାଇଛି।ଏମାନଙ୍କର ଆର୍ଥିକ ବିକାଶ ପାଇଁ ସିଧାସଳଖ ଚାଷୀଙ୍କ ପାଖରୁ ଧାନ ସଂଗ୍ରହ କରି ମିଲର୍ସଙ୍କୁ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି।ମହିଳା ସଭାନେତ୍ରୀ ଓ ସମ୍ପାଦକ ମାନଙ୍କୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି।

Body:ଏଥିରେ ଏଆରସିଏସ ଭୀମସେନ ସାହୁ ଓ ଅତିରିକ୍ତ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁବୋଧ କୁମାର ହୋତା ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି।ଚଳିତ ଖରିଫ ଋତୁରେ ଆଗମୀ 15 ତାରିଖରୁ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ନିଆ ଯାଇଥିବା ବେଳେ ଆରମ୍ଭରୁ ହିଁ ମହିଳା ଗୋଷ୍ଠୀ ଏଥିରେ ସାମିଲ ହେବେ ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.