ETV Bharat / state

ମଦ ବିରୋଧୀ ଅଭିଯାନରେ ମହିଳାଙ୍କ ନୀରବ ଶୋଭଯାତ୍ରା - ମଦ ବିରୋଧୀ ଅଭିଯାନ

ସୁବର୍ଣ୍ଣପୁର କଳାପଥର ପଞ୍ଚାୟତରେ ତେଜୁଛି ବେଆଇନ ମଦ ବିରୋଧୀ ଆନ୍ଦୋଳନ । ଏନେଇ ଆଜି ଏକ ନୀରବ ଶୋଭାଯାତ୍ରା ବାହାରିଛନ୍ତି ମହିଳା । ଅଧିକ ପଢନ୍ତୁ...

rally against illegal liquor
ମଦ ବିରୋଧୀ ଅଭିଯାନରେ ମହିଳାଙ୍କ ନୀରବ ଶୋଭଯାତ୍ରା
author img

By

Published : Feb 26, 2020, 2:46 PM IST

ସୁବର୍ଣ୍ଣପୁର: କଳାପଥର ପଞ୍ଚାୟତର ମହିଳାମାନଙ୍କ ବେଆଇନ ମଦ ବିକ୍ରି ପ୍ରତିବାଦରେ ନୀରବ ଶୋଭାଯାତ୍ରା । ସହରର ମଝିପଡାରୁ ବାହାରି ଟାଉନ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କଳାପଥର ଅଞ୍ଚଳରେ ବନ୍ଦ ହେଉନି ବେଆଇନ ଦେଶୀ କୁଚିଆ ବେପାରୀଙ୍କ ମଦ ବିକ୍ରି । ଫଳରେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।

ମଦ ବିରୋଧୀ ଅଭିଯାନରେ ମହିଳାଙ୍କ ନୀରବ ଶୋଭଯାତ୍ରା

ବେଆଇନ ଭାବେ କୁଚିଆ କାରବାର ହେଉଥିବାରୁ ପୁରୁଷମାନେ ମଦପିଇ ଗାଁରେ ଅଶାନ୍ତି ସୃଷ୍ଟି କରିବା ସହ ପାରିବାରିକ କହଳ କରୁଥିବା ଅଭିଯୋଗ କରିଛନ୍ତି। କୁଚିଆ କାରବାର ବନ୍ଦ ନ କଲେ ଆଖପାଖରେ ଥିବା ମଦଭାଟି ଭାଙ୍ଗିବା ସହ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ ବୋଲି କହିଛନ୍ତି । ବେଆଇନ ଦେଶୀ ମଦ କୁଚିଆ କାରବାରକୁ ବନ୍ଦ କରିବା ଦାବିରେ ସ୍ଥାନୀୟ ଟାଉନ ଥାନା ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.