ETV Bharat / state

ବିପୁଳ ପରିମାଣରେ କଫ ସିରଫ ଜବତ, 3 ଗିରଫ - cuff syrap seller arrested

ସୁବର୍ଣ୍ଣପୁର ସହରରେ କଫ ସିରଫ ବିକ୍ରି କରୁଥିବା ସମୟରେ ସଦର ପୋଲିସ ତିନି ଜଣ ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

three cuff syrap seller arrested in subarnapur
ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର
author img

By

Published : Jan 5, 2020, 9:20 AM IST

ସୁବର୍ଣ୍ଣପୁର: ବିପୁଳ ପରିମାଣରେ କଫ ସିରଫ ଜବତ । ସହରରେ ବୁଲି ବୁଲି କଫ ସିରଫ ବିକ୍ରି କରୁଥିବା ସମୟରେ ସଦର ପୋଲିସ ତିନି ଜଣ ବେପାରୀଙ୍କୁ ଗିରଫ କରିଛି ।

ଜିଲ୍ଲା ଏସପି ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶରେ ଟାଉନ ଥାନା ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଟାଉନ ଥାନା ଅଧିକାରୀ ଲୋକେଶ ବିଶ୍ବାଳଙ୍କ ନେତୃତ୍ବରେ ଏକ ପୋଲିସ ଦଳ ବେପାରୀଙ୍କ ଉପରେ କଡା ନଜର ରଖିଥିଲା । ଆଜି ସହରର ପାତଭାଡ଼ି , ବସଷ୍ଟାଣ୍ଡ ଓ ବ୍ଲକ ଛକର ବିଭିନ୍ନ ଯାଗାରେ ଚଢ଼ାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବାରେ ସଫଳ ହୋଇଛି ।

ବିପୁଳ ପରିମାଣରେ କଫ ସିରଫ ଜବତ

କଫ ସିରଫ ବିକ୍ରି କରୁଥିବା ଅଭିଯୋଗରେ ସହରର ଚମାର ପଡାର କହ୍ନେଇ ଉଗେର , ବଡବଜରର ନରସିଂହ ଭୁଏ ଓ ଧୀବର ପଡାର ଧ୍ରୁଵ ମହଲାକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରରେ ବୁଲି ବୁଲି କଫ ସିରଫ ବିକ୍ରି କରୁଥିବା ସମୟରେ ସଦର ପୋଲିସ ତିନି ଜଣ ବେପାରୀଙ୍କୁ ଗିରଫ କରିଛି ।ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିର୍ଦେଶରେ ଟାଉନ ଥାନା ପୋଲିସ ସହରର ବିଭିନ୍ନ ଯାଗାରେ ଚଢ଼ାଉ କରିଥିଲା।ଥାନା ଅଧିକାରୀ ଲୋକେଶ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଏହି ବେପାରୀ ମାନଙ୍କ ଉପରେ ନଜର ରଖିଥିଲା।ଆଜି ସହରର ପାତଭାଡ଼ି , ବସଷ୍ଟାଣ୍ଡ ଓ ବ୍ଲକ ଛକର ବିଭିନ୍ନ ଯାଗାରେ ଚଢ଼ାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବାରେ ସଫଳ ହୋଇଛି।କଫ ସିରଫ ବିକ୍ରି କରୁଥିବା ଅଭିଯୋଗରେ ସହରର ଚମାର ପଡାର କଂହେଇ ଉଗେର , ବଡବଜ଼ରର ନରସିଂହ ଭୁଏ ଓ ଧୀବର ପଡାର ଧ୍ରୁଵ ମହଲାକୁ ପୋଲିସ ଗିରଫ କରିଛି।

Body:ଆସନ୍ତାକାଲି ପୋଲିସ ଏହି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Ready to be published . Edited visual .
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.