ETV Bharat / state

5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦାବି - Odisha Union of Journalists Association meeting news

ଓଡ଼ିଶା ୟୁନିୟନ ଅଫ ଜର୍ନାଲିଷ୍ଟ ଆସୋସିଏସନ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ଭବନରେ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦାବି
5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦାବି
author img

By

Published : Jan 21, 2021, 5:39 PM IST

ସୁବର୍ଣ୍ଣପୁର: ଓଡ଼ିଶା ୟୁନିୟନ ଅଫ ଜର୍ନାଲିଷ୍ଟ ଆସୋସିଏସନ ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଆୟୋଜିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ଭବନରେ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦାବି

ଏହି ବୈଠକରେ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସାମ୍ବାଦିକ ସନ୍ତୋଷ ମିଶ୍ରଙ୍କୁ ନୂଆ ସଭାପତି ଭାବେ ମନୋନୀତ କରାଯାଇଛି।ଏହି ବୈଠକରେ ସରକାର ସାମ୍ବାଦିକମାନଙ୍କୁ ପ୍ରଦାନ କରିଥିବା 2 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାକୁ ବର୍ଦ୍ଧିତ କରାଯାଇ 5 ଲକ୍ଷ ଟଙ୍କା କରିବାକୁ ଦାବି ହୋଇଛି ।

ସେହିପରି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଗତ 2020 ନଭେମ୍ବର 26ରେ ପ୍ରକାଶିତ କରିଥିବା 10708 ନମ୍ବର ବିଜ୍ଞପ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଫଳରେ ସାମ୍ବାଦିକମାନେ 3 ପ୍ରତିଶତ କମ ସୁଧରେ ବିଭିନ୍ନ ପ୍ରକାରର ଋଣ ପାଇ ପାରିବେ। ଏହି ବିଜ୍ଞପ୍ତିକୁ ତୁରନ୍ତ ସରକାର କାର୍ଯ୍ୟ କରିବା ପାଇଁ ସାମ୍ବାଦିକମାନେ ଦାବି କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.