ETV Bharat / state

କୋଟାରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସ୍ୱାବ ସଂଗ୍ରହ - coronavirus newsf

କୋଟାରୁ ଆସିଥିବା 37 ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ପରେ ଛାତ୍ରଛାତ୍ରୀଙ୍କ ସ୍ବାବ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ...

swab-collect-for-thecovid19-test-from-kota-return-student
କୋରୋନା ପରୀକ୍ଷା ପାଇଁ କୋଟାରୁ ଫେରିଥିବା ଛାତ୍ରଛାତ୍ରୀ ସ୍ୱାବ ସଂଗ୍ରହ
author img

By

Published : May 7, 2020, 3:29 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ବାହାର ରାଜ୍ୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସ୍ବାବ ସଂଗ୍ରହ କରାଯାଇ କୋରୋନା ପରୀକ୍ଷା ପାଇଁ ପଠାଯାଇଛି । କୋଟାରୁ ଆସିଥିବା 37 ଜଣ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବା ପରେ ଛାତ୍ରଛାତ୍ରୀଙ୍କ ସ୍ବାବ ସଂଗ୍ରହ କରାଯାଇଥିଲା ।

କୋଟାରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସ୍ୱାବ ସଂଗ୍ରହ

ରାଜସ୍ଥାନର କୋଟାରୁ ଛାତ୍ରଛାତ୍ରୀମାନେ ଫେରିବା ପରେ ସେମାନଙ୍କୁ ସୁବର୍ଣ୍ଣପୁରର ସ୍ବତନ୍ତ୍ର କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ପାଖରୁ ସ୍ବୀକାରୋକ୍ତି ପତ୍ର ରଖିବା ପରେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନରେ ଛାଡି ଦିଆଯାଇଛି । ସେହିପରି ସୋନପୁରରେ 2 ଜଣ ସୁରଟ ଫେରନ୍ତା ଓ ଉଲୁଣ୍ଡାରେ 3 ଜଣ କେରଳ ଫେରନ୍ତା କ୍ବାରେଣ୍ଟାଇନରେ ରହିଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି । ଜିଲ୍ଲାରେ ବାହାର ରାଜ୍ୟର ଅନେକ ଅଞ୍ଚଳରୁ ଶହ ଶହ ଶ୍ରମିକ ଓ ଛାତ୍ରଛାତ୍ରୀ ଆସିଥିବା ଜିଲ୍ଲା ପ୍ରଶାସନ ସ୍ବୀକାର କରିଛି । ଯେଉଁମାନେ ପ୍ରଶାସନକୁ କୌଣସି ସୂଚନା ଦେଉ ନ ଥିବା ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.