ETV Bharat / state

5T ସଚିବଙ୍କୁ ଡର: ସଜେଇ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ - 5T ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

5T ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Oct 19, 2019, 2:56 PM IST

ସୁବର୍ଣ୍ଣପୁର: ସଜେଇ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । । 5T ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବେ ପରିଷ୍କାର ପରିଚ୍ଛନ୍ନତା ଦିଗରେ ବେଶ ଯତ୍ନବାନ ହୋଇଛନ୍ତି ।

ଚିକିତ୍ସାଳୟରେ ଶିଉଳି ଲାଗିଥିବା କାନ୍ଥ ଗୁଡିକ ସଫେଇ କରାଯାଇ ରଙ୍ଗ କରାଯାଉଛି। ମେଡିକାଲ ପରିସର ପ୍ରତିଦିନ ସଫାସୁତୁରା କରାଯାଇ ଚିକିତ୍ସାଳୟର ଲାଗିଥିବା ବିଦ୍ୟୁତ ଉପକରଣ ସବୁ ମରାମତି କରାଯାଇଛି । ତେବେ ପାନୀୟ ଜଳ, ବିଶ୍ରାମଗାର ସହ ସହରରେ ଥିବା ଅନେକ ବେଆଇନ କ୍ଲିନିକ ସଚିବଙ୍କ ଭୟରେ ବନ୍ଦ କରି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବାବେଳେ ଚିକିତ୍ସାଳୟ ପରିସରରେ ବୁଲୁଥିବା ଦଲାଲଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି । ଦୀର୍ଘ ଦିନରୁ ଚିକିତ୍ସାଳୟ ପରିସର ଏତେ ସଫାସୁତୁରା ହୋଇ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ 5ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ସଜେଇ ହେଉଛି।ଚିକିତ୍ସାଳୟ କର୍ତ୍ତୃପକ୍ଷ ଏବେ ପରିଷ୍କାର ପରିଛନ୍ନତା ଦିଗରେ ବେଶ ଯତ୍ନବାନ ହୋଇଛନ୍ତି।ଚିକିତ୍ସାଳୟରେ ଶିଉଳି ଲାଗିଥିବା କାନ୍ଥଗୁଡିକ ସଫେଇ କରାଯାଇ ରଂଗ କରାଯାଉଛି।ସେହିପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିବାବେଳେ ଚିକିତ୍ସାଳୟ ପରିସରରେ ବୁଲୁଥିବା ଦଲାଲ ମାନଙ୍କୁ ଚିହ୍ନଟ କରି ପୋଲିସ ଗିରଫ କରିଛି ।ଚିକିତ୍ସାଳୟ ପରିସର ପ୍ରତିଦିନ ସଫାସୁତୁରା କରାଯାଉଛି। ଦିନକୁ ଦୁଇ ଥର ସାରା ପରିସରରେ ପରିଷ୍କାର ପରିଚ୍ଛନ୍ନତା କରାଯାଉଛି।ଚିକିତ୍ସାଳୟର ଲାଗିଥିବା ବିଦ୍ୟୁତ ଉପକରଣସବୁ ମରାମତି କରାଯାଇଛି।

Body:ପାନୀୟ ଜଳ , ବିଶ୍ରାମଗାର, ବିଦ୍ୟୁତ ସମସ୍ୟା ସବୁ ସମାଧାନ କରାଯାଇଛି।ସହରରେ ଥିବା ଅନେକ ବେଆଇନ କ୍ଲିନିକ ସଚିବଙ୍କ ଭୟରେ ବନ୍ଦ କରି ଦେଇଛନ୍ତି।ଦୀର୍ଘ ଦିନରୁ ଚିକିତ୍ସାଳୟ ପରିସର ଏତେ ସଫାସୁତୁରା ହୋଇ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.