ETV Bharat / state

ଆରଏସଏସର ବାଳସଂସ୍କାର ସେବା ଅନୁଷ୍ଠିତ

ଦେଶ ପ୍ରେମ, ଦେଶସେବା ପାଇଁ 4ଶହରୁ ଉର୍ଦ୍ଧ୍ବ ସ୍ୱୟଂସେବକ ସଂଘରେ ସାମିଲ ହୋଇଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପଢନ୍ତୁ ଅଧିକ...

author img

By

Published : Jan 12, 2020, 10:40 PM IST

Subarnapur rss
Subarnapur rss

ସୁବର୍ଣ୍ଣପୁର: ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବାଳ ସଂସ୍କାର ସେବା ଆୟୋଜିତ ହୋଇଯାଇଛି। ସ୍ବୟଂସେବକଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପୁଣି ଶିଶୁ ମନ୍ଦିରରେ ପହଞ୍ଚିଥିଲା। ଜିଲ୍ଲା ସଂଯୋଜକ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ 4ଶହ ଜଣ ସାବାଳକ ସ୍ବୟଂସେବକ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ବାଳ ସ୍ବୟଂସେବକ ଭାବେ ନିଜକୁ ସାମିଲ କରିଥିଲେ।

ଆରଏସଏସର ବାଳ ସଂସ୍କାର ସେବା ଅନୁଷ୍ଠିତ

ବାଳ ସ୍ବୟଂସେବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ବେଶ ଉତ୍ସାହିତ ଥିଲେ। ରାଷ୍ଟ୍ରୀୟ ଭାବନା, ରାଷ୍ଟ୍ରପ୍ରୀତି ଓ ଧାର୍ମିକ ସହାବସ୍ଥାନ ପାଇଁ ଏହି ବାଳ ସଂସ୍କାର ସେବା ଆୟୋଜିତ ହୋଇଥିଲା ବୋଲି ସଙ୍ଘ ସଂଯୋଜକ କହିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ବାଳ ସଂସ୍କାର ସେବା ଆୟୋଜିତ ହୋଇ ଯାଇଛି।ସ୍ବୟଂ ସେବକ ମାନଙ୍କ ଏକ ଶୋଭାଯାତ୍ରା ସହରର ଶିଶୁ ବିଦ୍ୟା ମନ୍ଦିରରୁ ବାହାରି ସହର ପରିକ୍ରମା କରିବା ପରେ ପୁଣି ଶିଶୁ ମନ୍ଦିର ପରିସରକୁ ପହଞ୍ଚି ଥିଲା।ଜିଲ୍ଲା ଶାଖାର ସଂଯୋଜକ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଯାଗାରୁ ପ୍ରାୟ 400 ଜଣ ସାବାଳକ ସ୍ୱୟଂ ସେବକ ସାମିଲ ହୋଇଥିଲେ।ଏହି ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଶିଶୁ ବିଦ୍ୟା ମଂଦିରର ଛାତ୍ରମାନେ ବାଳ ସ୍ୱୟଂ ସେବକ ଭାବେ ନିଜକୁ ସାମିଲ କରିଥିଲେ।

Body:ବାଳ ସ୍ୱୟଂ ସେବକ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ସାହିତ ଜଣା ପଡୁଥିଲେ।ରାଷ୍ଟ୍ରୀୟ ଭାବନା , ରାଷ୍ଟ୍ର ପ୍ରୀତି ଓ ଧାର୍ମିକ ସହାବସ୍ଥାନ ପାଇଁ ଏହି ବାଳ ସଂସ୍କାର ସେବା ଆୟୋଜିତ ହୋଇଥିଲା ବୋଲି ସଙ୍ଘ ସଂଯୋଜକ କହିଛନ୍ତି।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
Edited visual which needs only publication.Visual plus byte format.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.