ETV Bharat / state

ଖାକିରେ କଳଙ୍କ, ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ - ସୁବର୍ଣ୍ଣପୁର ପୋଲିସର ପିଏମଟି ଡ୍ରାଇଭର ଗିରଫ

ଜୈନିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନ । ଅଧିକ ପଢନ୍ତୁ

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ
ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ
author img

By

Published : Jul 14, 2022, 10:50 AM IST

ସୁବର୍ଣ୍ଣପୁର: ପୁଣି ଖାକିରେ ଲାଗିଲା କଳଙ୍କ । ଜୈନିକ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି ।

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ
ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ବାବୁ

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ସୁବଳୟା ଥାନାରେ ଜୈନିକ ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ସୁବଳୟା ଥାନାରେ ମାମଲା ଦାୟର ପରେ ଆଜି ପୋଲିସ ପୋଲିସ ରଞ୍ଜିତକୁ ସୋନପୁରରୁ ଉଠାଇଆଣି ଜେଲ ହାଜତକୁ ପଠାଇଦେଇଛି। ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନବରଙ୍ଗପୁରରେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ସେଠାରେ ମଧ୍ୟ ଜଣେ ଯୁବତୀ ତାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହା ପରେ ରଞ୍ଜିତଙ୍କୁ ମାଲକାନଗିରି ବଦଳି କରାଯାଇଥିଲା । ପୁଣିଥରେ ଡ୍ରାଇଭର ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ରଞ୍ଜିତକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.