ETV Bharat / state

ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଫଟୋ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 16, 2019, 6:47 AM IST

ସୁବର୍ଣ୍ଣପୁର: ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆଜି ବର୍ଦ୍ଧିତ ଫିସ୍ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରୀମାନେ ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ଶିକ୍ଷା ବର୍ଷରେ ଛାତ୍ରୀମାନଙ୍କ ରି ଆଡମିସନ ଫିସ ବୃଦ୍ଧି ପ୍ରତିବାଦରେ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ସୁବର୍ଣ୍ଣପୁର

ଶ୍ରେଣୀ ବର୍ଜନ କରିବା ସହିତ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କ ଦାବୀ କର୍ଣ୍ଣପାତ ନକରିବାରୁ ଛାତ୍ରୀମାନେ ଜିଲ୍ଲା ପ୍ରଶାସନ ଆଗରେ ବିକ୍ଷୋଭ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଫିସ୍ ବୃଦ୍ଧି କରିବା ସହିତ ହଷ୍ଟେଲରେ ଲାଗି ରହିଥିବା ସମସ୍ୟା ସମାଧାନ ବି କରୁ ନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ହଷ୍ଟେଲରେ ପିଇବା ପାଣି ,ଶୌଚାଳୟ ତଥା ଖାଇବା ପିଇବା ଆଦିରେ ସମସ୍ୟା ରହିଥିବା ଛାତ୍ରୀମାନେ କହିଛନ୍ତି ।

ହଷ୍ଟେଲ ସମସ୍ୟା କର୍ତ୍ତୃପକ୍ଷଙ୍କ ଆଗରେ ଉପସ୍ଥାପନ କଲେ ହଷ୍ଟେଲ ବନ୍ଦ କରିଦେବା ପରି ଧମକ ଦିଆଯାଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଛାତ୍ରୀମାନେ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କ ସହିତ ଆଲୋଚନା କରିଛନ୍ତି । ଉପ-ଜିଲ୍ଲାପାଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଦାବି ତୁରନ୍ତ ପୂରଣ କରାଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଏଙ୍କର-ସୁବର୍ଣ୍ଣପୁର ଜିଲ୍ଲା ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଆଜି ବର୍ଦ୍ଧିତ ଫିଜ ପ୍ରତ୍ୟାହାର ଓ ହଷ୍ଟେଲ ସମସ୍ୟା ସମାଧାନ ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।ଦାବୀ ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଛାତ୍ରୀମାନେ ମହାବିଦ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି ଥିଲେ ।ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ।ଚଳିତ ଶିକ୍ଷା ବର୍ଷରେ ଛାତ୍ରୀମାନଙ୍କ ରି ଆଡମିସନ ଫିଜ ବୃଦ୍ଧି ପ୍ରତିବାଦରେ ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।ଶ୍ରେଣୀ ବର୍ଜନ କରିବା ସହିତ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ହେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କ ଦାବୀ କର୍ଣ୍ଣପାତ ନ କରିବାରୁ ଛାତ୍ରୀମାନେ ଜିଲ୍ଲା ପ୍ରଶାସନ ଆଗରେ ବିକ୍ଷୋଭ କରିଥିଲେ ।ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଫିଜ ବୃଦ୍ଧି କରିବା ସହିତ ହଷ୍ଟେଲରେ ଲାଗି ରହିଥିବା ସମସ୍ୟା ସମାଧାନ ବି କରୁ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।ହଷ୍ଟେଲରେ ପିଇବା ପାଣି ,ଶୌଚାଳୟ ତଥା ଖାଇବା ପିଇବା ଆଦିରେ ସମସ୍ୟା ରହିଥିବା ଛାତ୍ରୀମାନେ କହିଛନ୍ତି ।ହଷ୍ଟେଲ ସମସ୍ୟା କର୍ତ୍ତୃପକ୍ଷଙ୍କ ଆଗରେ ଉପସ୍ଥାପନ କଲେ ହଷ୍ଟେଲ ବନ୍ଦ କରିଦେବା ପରି ଧମକ ଦିଆଯାଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।ଛାତ୍ରୀମାନେ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କ ସହିତ ଆଲୋଚନା କରିଛନ୍ତି ।ଉପ ଜିଲ୍ଲାପାଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହିତ ଆଲୋଚନା କରି ଦାବୀ ତୁରନ୍ତ ପୂରଣ କରାଯିବ ବୋଲି କହିଛନ୍ତି ।Body:ବାଇଟ-1-ଅର୍ପିତା ଗୁରୁ ,ଛାତ୍ରୀ ,ସୁବର୍ଣ୍ଣପୁର ।Conclusion:ବାଇଟ-2-ସୁଶ୍ରୀ ବିଶ୍ବାଳ ,ଛାତ୍ରୀ ,ସୁବର୍ଣ୍ଣପୁର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.