ETV Bharat / state

ସୁବର୍ଣ୍ଣପୁରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା - sital sathi yatra

କୋରୋନା ସଙ୍କଟ ଘଡିରେ ବେଶ ନିରାଡ଼ମ୍ବର ସହ ଶେଷ ହୋଇଛି ଶୀତଳ ଷଷ୍ଠୀ ଯାତ୍ରା । ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଆଜି ମନ୍ଦିରକୁ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା
ସୁବର୍ଣ୍ଣପୁରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା
author img

By

Published : May 29, 2020, 4:03 PM IST

ସୁବର୍ଣ୍ଣପୁର: ଐତିହାସିକ ଶୀତଳ ଷଷ୍ଠୀ ଯାତ୍ରା ଶେଷ ହୋଇଛି । ନବ ଦେବ ଦମ୍ପତି ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଆଜି ମଧ୍ୟାହ୍ନରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗତକାଲି ଦେବ ଦମ୍ପତି କନ୍ୟା ପିତାଙ୍କ ଘରେ ଦିନେ ଯୁଗଳମୂର୍ତ୍ତୀ ଦର୍ଶନ ଦେଇଥିଲେ । ଆଜି କନ୍ୟା ପିତା ଯାନିଯୌତୁକ ଦେଇ ଦେବ ଦମ୍ପତିଙ୍କୁ ବିଦାୟ ଦେଇଛନ୍ତି ।

ସୁବର୍ଣ୍ଣପୁରରେ ଶେଷ ହେଲା ଶୀତଳଷଷ୍ଠୀ ଯାତ୍ରା

ଏହି ବିବାହ ପାଇଁ ବର ପିତା ମାତା ଓ କନ୍ୟା ପିତା ମାତା ବେଶ ଖୁସି ହୋଇଛନ୍ତି। ତେବେ ଦେବ ଦମ୍ପତିଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ବେଶ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା। କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ଦେବୋତ୍ତର ବିଭାଗ ଓ ଯାତ୍ରା କମିଟି ପକ୍ଷରୁ ଜନସମାଗମକୁ ବାରଣ କରାଯାଇଥିଲା।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.