ETV Bharat / state

ପାତାଳୀ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଗଡିଲା ନାହିଁ ରଥ

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେେ ରଖି ମହାପ୍ରଭୁଙ୍କ କେବଳ ନୀତିକାନ୍ତି ପାଳନ କରାଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Jul 12, 2021, 7:15 PM IST

ପାତାଳୀ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଗଡିଲା ନାହିଁ ରଥ
ପାତାଳୀ ଶ୍ରୀକ୍ଷେତ୍ର ବଡଦାଣ୍ଡରେ ଗଡିଲା ନାହିଁ ରଥ

ସୁବର୍ଣ୍ଣପୁର: ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳିତ ହୋଇ ଯାଇଛି । ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ରରେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେେ ରଖି ମହାପ୍ରଭୁଙ୍କ କେବଳ ନୀତିକାନ୍ତି ପାଳନ କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରାଜ୍ୟ ସରକାର ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନରେ ରଥାଯାତ୍ରା ଉପରେ କଟକଣା ଜାରି କରିଥିଲେ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ପ୍ରତିକାତ୍ମକ ରଥଯାତ୍ରା ପାଳନ କରାଯାଇଛି । ପାତାଳୀ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଗଡ଼ିନାହିଁ । ପାତାଳୀ ଶ୍ରୀକ୍ଷେତ୍ରରେ କେବଳ ବିଧି ରକ୍ଷା ନିମନ୍ତେ ନିତୀକାନ୍ତିରେ ସୀମିତ ରଖା ଯାଇଛି ଏହି ବିଶ୍ବ ପ୍ରସିଦ୍ଧ ମହାପର୍ବ । ବିନା ଭକ୍ତରେ ସିମୀତ ସେବାୟତରେ ମହାପ୍ରଭୁଙ୍କୁ ବାହାର କରାଯିବା ପରେ ମଣ୍ଡପରେ ସ୍ଥାପନ କରାଯାଇଛି । ସେଠାରେ ଅସ୍ଥାୟୀଭାବେ ମାଉସୀ ମନ୍ଦିର କରି ମହାପ୍ରଭୁଙ୍କୁ ପ୍ରତିଷ୍ଠା ଯାଇଛି । ବିନା ଭକ୍ତରେ ଖାଁ ଖାଁ ଲାଗୁଛି ଛଳିଆ ପାହାଡ଼ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.