ETV Bharat / state

ନୂଆଁଖାଇ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତା

author img

By

Published : Aug 23, 2020, 6:49 AM IST

ପଶ୍ଚିମ ଓଡ଼ିଶାର ଏଇ ବଡଖା ତିହାର ପାଇଁ ସବୁକିଛି ନୁଆଁ ହୋଇଥାଏ। ଆଉ ଏଇ ପର୍ଵ ପାଇଁ ସବୁ ଜାଗାରେ ବାସେ ନୂଆଁଖାଇ ହାଟ। ଏଥର ବି ସୁବର୍ଣ୍ଣପୁର ସହରରେ ବସିଛି ହାଟ । ଅଧିକ ପଢନ୍ତୁ..

ନୁଆଁଖାଇ ପାଇଁ ଲୋକେ ଭୁଲିଗଲେ ସାମାଜିକ ଦୂରତ୍ୱା

ସୁବର୍ଣ୍ଣପୁର: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ଏଇ ବଡଖା ତିହାର ପାଇଁ ସବୁକିଛି ନୂଆଁ ହୋଇଥାଏ। ଆଉ ଏଇ ପର୍ଵ ପାଇଁ ସବୁ ଜାଗାରେ ବାସେ ନୂଆଁଖାଇ ହାଟ। ଏଥର ବି ସୁବର୍ଣ୍ଣପୁର ସହରରେ ବସିଛି ହାଟ । ଜିଲ୍ଲା ପ୍ରଶାସନ ନୂଆଁଖାଇ ପାଇଁ ସାପ୍ତାହିକ ସଟ ଡାଉନକୁ ବାତିଲ କରିବା ସହିତ ହାଟ ବସେଇବାକୁ ଅନୁମତି ଦେଇଥିଲେ। ଲୋକେ ବି ଏଇ ପର୍ଵ ପାଳନ କରିବା ପାଇଁ ବେଶ ହାଟବାଟ କରିଛନ୍ତି । ତେବେ ହାଟରେ ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ। ଲୋକେ ମାସ୍କ ପିନ୍ଧିବାକୁ ବି ଭୁଲି ଯାଇଥିଲେ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା। ହେଲେ ପର୍ଵ ପାଳନ ପାଇଁ ଲୋକେ ଭୁଲି ଯାଇଥିଲେ ସବୁକିଛି। ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଯାଉଥିବା ବେଳେ ଜିଲ୍ଲା ପ୍ରଶାସନ ବି ବେଶ ଯତ୍ନବାନ ହୋଇଛି।

ଲକଡାଉନ, କର୍ଫ୍ୟୁ ,ସଟଡାଉନ ଆଦିକୁ କଡାକଡି ଭାବେ ପାଳନ କରାଯାଉଛି । ପୋଲିସ ବି ଲୋକଙ୍କୁ ସଚେତନ କରୁଥିବା ବେଳେ ଗାଡି ମୋଟର ଚେକିଂ କରୁଛି । ତଥାପି ନୂଆଁଖାଇ ଭୁଲେଇ ଦେଇଛି ସବୁକିଛି । ଶନିବାର ପ୍ରଶାସନର ବେପରୁଆ ନିଷ୍ପତିକୁ ବିଭିନ୍ନ ମହଲରେ ସମାଲୋଚନା କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.