ETV Bharat / state

ସୁବର୍ଣ୍ଣପୁରର ରୁଗୁଡିପାଲିକୁ ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା - ରୁଗୁଡିପାଲି ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ସଦର ବ୍ଲକର ରୁଗୁଡିପାଲି ଗାଁକୁ ଘୋଷଣା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

subarnapur
ରୁଗୁଡିପାଲି, ସୁବର୍ଣ୍ଣପୁରର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ
author img

By

Published : Jan 6, 2020, 11:32 PM IST

Updated : Jan 6, 2020, 11:44 PM IST

ସୁବର୍ଣ୍ଣପୁର: ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ସଦର ବ୍ଲକ ରୁଗୁଡିପାଲି ଗାଁକୁ ଘୋଷଣା କରାଯାଇଛି । ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଛନ୍ତି ।

ରୁଗୁଡିପାଲି, ସୁବର୍ଣ୍ଣପୁରର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ

ଝିଅମାନେ ବାଲ୍ୟ ବିବାହ କଲେ ଉଭୟ ଶାରୀରିକ ଓ ମାନସିକ ଭାବେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଏହା ସହ ଜିଲ୍ଲାର ସମସ୍ତ ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।

ଏହି ସଭାରେ ଜିଲ୍ଲାପାଳଙ୍କ ସହ ସ୍ବେଚ୍ଛାସେବୀ ଘାସିରାମ ପଣ୍ଡା , ଅନଙ୍ଗ ନେଗି ପ୍ରମୁଖ ଯୋଗଦେଇ ଏହି ଅଭିଯାନକୁ ଜିଲ୍ଲା ସାରା ପ୍ରସାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସଦର ବ୍ଲକ ରୁଗୁଡିପାଲି ଗାଁକୁ ଜିଲ୍ଲାର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିଛି।ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗାଁ ଭାବେ ଘୋଷଣା କରିବା ସହିତ ଜିଲ୍ଲାର ସମସ୍ତ ଗାଁକୁ ବାଲ୍ୟ ବିବାହ ମୁକ୍ତ ଗାଁରେ ପରିଣତ କରିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ।ଝିଅମାନେ ବାଲ୍ୟ ବିବାହ କଲେ ଉଭୟ ଶାରୀରିକ ଓ ମାନସିକ ଭାବେ କିପରି ପ୍ରଭାବ ପକାଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।

Body:ଆଜି ଜିଲ୍ଲାପାଳ ସମସ୍ତଙ୍କ ସହିତ ଚଟାଣରେ ବସି ବାଲ୍ୟ ବିବାହ ସମ୍ପର୍କରେ ଆଲୋଚନା କରିଥିଲେ।ଏହି ସଭାରେ ସ୍ବେଚ୍ଛାସେବୀ ଘାଂସିରାମ ପଣ୍ଡା , ଅନଙ୍ଗ ନେଗି ପ୍ରମୁଖ ଯୋଗଦେଇ ଏହି ଅଭିଯାନକୁ ଜିଲ୍ଲା ସାରା ପ୍ରସାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Edited visual without vo . my voice is very coarse so I could not .
Last Updated : Jan 6, 2020, 11:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.