ETV Bharat / state

ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶିକ୍ଷଣ - ଦୈବୀ ଦୁର୍ବିପାକରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶିକ୍ଷଣ

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ କୌଶଳ ପ୍ରଶିକ୍ଷଣ । ଗ୍ୟାସ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।

natural-calmity-and-fire-safety-training-at-subarnapur-district
ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Nov 28, 2019, 3:23 AM IST

ସୁବର୍ଣ୍ଣପୁର : ଦୈବୀ ଦୁର୍ବିପାକରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶିକ୍ଷଣ । ସୁବର୍ଣ୍ଣପୁର ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପରିସରରେ ଏକ ଫାୟାର ସେଫ୍ଟି ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫାୟାର ଅଫିସର ବଳରାମ ପ୍ରଧାନ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବିଷୟରେ ଶିକ୍ଷା ଦେଇଥିଲେ । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ହାବିଲଦାର ଉଜ୍ବଳ ବେହେରା , ଫାୟାରମ୍ୟାନ ବ୍ୟାସଦେବ ପ୍ରଧାନ ଓ ମହେଶ୍ବର ପନିଆ ଯୋଗଦେଇ ଗ୍ୟାସ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ସୁବର୍ଣ୍ଣପୁର

ସମସ୍ତ ସରକାରୀ କାର୍ଯ୍ୟାଳୟ , ବ୍ୟବସାୟୀକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ ଉଦ୍ୟୋଗ , ଚିକିତ୍ସାଳୟ ଆଦିରେ ଅଗ୍ନିନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ ବୋଲି ଫାୟାର ଅଫିସର ଉପସ୍ଥିତ ଲୋକଙ୍କୁ କହିଥିଲେ । ଏଥିରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା , ଛାତ୍ରଛାତ୍ରୀ ତଥା ସ୍ବେଚ୍ଛାସେବୀ ମାନେ ସାମିଲ ହୋଇଥିଲେ । ଦୈବୀ ଦୁର୍ବିପାକ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସହରର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ପରିସରରେ ଏକ ଫାୟାର ସେଫଟି ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ସଦର ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଫାୟାର ଅଫିସର ବଳରାମ ପ୍ରଧାନ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟରେ ନିଜକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ପ୍ରକାରର କୌଶଳ ବିଷୟରେ ଶିକ୍ଷା ଦେଇଥିଲେ।ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ହାବିଲଦାର ଉଜ୍ଜ୍ୱଳ ବେହେରା , ଫାୟାରମେନ ବ୍ୟାସଦେବ ପଧାନ ଓ ମହେଶ୍ୱର ପନିଆ ଯୋଗଦେଇ ଗେସ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।

Body:ସମସ୍ତ ସରକାରୀ କାର୍ଯ୍ୟାଳୟ , ବ୍ୟବସାୟୀକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ ଉଦ୍ୟୋଗ , ଚିକିତ୍ସାଳୟ ଆଦିରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ସଭିଏଁ ସଚେତନ ହେବା ଆବଶ୍ୟକ ବୋଲି ଫାୟାର ଅଫିସର ଉପସ୍ଥିତ ଲୋକଙ୍କୁ କହିଥିଲେ।ଏଥିରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକର୍ତା , ଛାତ୍ରଛାତ୍ରୀ ତଥା ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ।

Conclusion:ଦୈବୀ ଦୁର୍ବିପାକ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସଭିଏଁ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.