ETV Bharat / state

33 ବର୍ଷରେ 200ରୁ ଅଧିକ ମାଗଣା ବ୍ରତୋପନୟନ

ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ସାଧାରଣ ବର୍ଗର 12 ଜଣ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟ ସୁବର୍ଣ୍ଣପୁରରେ ଶେଷ ହୋଇଛି । ଅଧିକ ଖବର ପଢନ୍ତୁ...

author img

By

Published : Feb 22, 2020, 5:10 PM IST

collective
33 ବର୍ଷରେ 200ରୁ ଅଧିକ ପିଲାଙ୍କ ମାଗଣା ବ୍ରତୋପନୟନ କାର୍ଯ୍ୟ

ସୁବର୍ଣ୍ଣପୁର: ସହରର ବାବା ରାମେଶ୍ବରଙ୍କ ପୀଠରେ ସାମୁହିକ ବ୍ରତୋପନୟନ ଆୟୋଜିତ ହୋଇଛି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ସାଧାରଣ ବର୍ଗର 12 ଜଣ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟ ଶେଷ ହୋଇଛି ।

ନବ ବ୍ରାହ୍ମଣଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏହି ଶୁଭ କାର୍ଯ୍ୟରେ ନିଜକୁ ସାମିଲ କରି ଆଶୀର୍ବାଦ ପ୍ରଦାନ କରିଛନ୍ତି । 200ରୁ ଅଧିକ ବ୍ରାହ୍ମଣ ପିଲାଙ୍କ ବ୍ରତୋପନୟନ କାର୍ଯ୍ୟ ମାଗଣାରେ ଏହି ପବିତ୍ର ଶୈବ ପୀଠରେ ସମ୍ପନ୍ନ ହୋଇଛି ।

ଆଜକୁ ପ୍ରାୟ 33 ବର୍ଷ ହେବ ବାବା ରାମେଶ୍ବର ମନ୍ଦିର କମିଟି ସହଯୋଗରେ ଏପରି ଶୁଭ କାର୍ଯ୍ୟ ମାଗଣାରେ କରାଯାଇ ଆସୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.