ETV Bharat / state

ଦିନ ଦ୍ବିପ୍ରହରେ ପିଟିପିଟି ହତ୍ୟା,ଭିଡିଓ ଭାଇରାଲ

ବିନିକା ସହରର ନୂଆଁବଜାରରେ ଦିନ ଦ୍ବିପ୍ରହରରେ ଘଟିଥିବା ଭୟଙ୍କର ହତ୍ୟାକାଣ୍ଡର ଲାଇଭ ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲିଛି । ବିନିକା ଅଗ୍ନିଶମ ସଂସ୍ଥାର କର୍ମଚାରୀ ଦୁଷ୍ମନ୍ତ କିଷାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ।

author img

By

Published : Apr 27, 2019, 4:23 AM IST

ଫଟୋ ସୌଜନ୍ୟ: ପ୍ରତିିନିଧି,ସୁବର୍ଣ୍ଣପୁର

ସୁବର୍ଣ୍ଣପୁର : ବିନିକା ସହରର ନୂଆଁବଜାରରେ ଦିନ ଦ୍ବିପ୍ରହରରେ ଘଟିଥିବା ଭୟଙ୍କର ହତ୍ୟାକାଣ୍ଡର ଲାଇଭ ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲିଛି । ବିନିକା ଅଗ୍ନିଶମ ସଂସ୍ଥାର କର୍ମଚାରୀ ଦୁଷ୍ମନ୍ତ କିଷାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଦୁଷ୍ମନ୍ତଙ୍କୁ ବଞ୍ଚାଇବା ପରିବର୍ତ୍ତେ ଲାଇଭ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଭିଡିଓ ସୌଜନ୍ୟ: ପ୍ରତିିନିଧି,ସୁବର୍ଣ୍ଣପୁର

ସହରର ନୂଆଁବଜାରର ବିୟର ପାର୍ଲରରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ହତ୍ୟାକାରୀ ପ୍ରଥମେ ଠେଙ୍ଗାରେ ଦୁଷ୍ମନ୍ତଙ୍କ ମୁଣ୍ଡରେ ଆଘାତ କରିଥିଲା। ଫଳରେ ସେ ମୁର୍ଚ୍ଛା ହୋଇଯାଇଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଅଭିଯୁକ୍ତ ଟିକୁ ଅଜଗର ଫାର୍ସାରେ ଦୁଷ୍ମନ୍ତଙ୍କ ଗଳା କାଟିଦେଇଥିଲେ।

ଅଭିଯୁକ୍ତ ଦୁଷ୍ମନ୍ତକୁ ହତ୍ୟା କରିବା ପରେ ନିଜ ବାଇକରେ ସିଧା ସଳଖ ଥାନାକୁ ଯାଇ ଆତ୍ମସମର୍ପମ କରିଛି । ଦୁଇ ଦିନ ତଳେ ଘଟିଥିବା ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏବେ ମର୍ଡରର ଲାଇଭ ଭିଜୁଆଲ ଲୋକ ଲୋଚନକୁ ଆସିଛି । ପୋଲିସ ଭିଜୁଆଲ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପଛର ରହସ୍ୟ ଏଯାଏଁ ସଠିକ ଭାବେ ଜଣାପଡିନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ

Intro:Body:

SCD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.