ETV Bharat / state

ସୁବର୍ଣ୍ଣପୁରରେ କେନ୍ଦୁପତ୍ର ଶ୍ରମଜୀବୀଙ୍କ ଧାରଣା - କେନ୍ଦୁପତ୍ର ଶ୍ରମଜୀବୀଙ୍କ ଧାରଣା

ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପତ୍ର ବିଭାଗ ଉଲୁଣ୍ଡା ରେଞ୍ଜ ଆଗରେ କେନ୍ଦୁପତ୍ର ଶ୍ରମଜୀବୀମାନେ ଧାରଣା ଦେଇଛନ୍ତି । ସମ୍ବଲପୁର କେନ୍ଦୁପତ୍ର ଡିଭିଜନ ଉଲୁଣ୍ଡା ରେଞ୍ଜ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ଅଧିକ ପଢନ୍ତୁ....

labour strike in subarnapur
କେନ୍ଦୁପତ୍ର ଶ୍ରମଜୀବୀଙ୍କ ଧାରଣା
author img

By

Published : Mar 2, 2020, 1:46 PM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପତ୍ର ବିଭାଗ ଉଲୁଣ୍ଡା ରେଞ୍ଜ ଆଗରେ କେନ୍ଦୁପତ୍ର ଶ୍ରମଜୀବୀମାନେ ଧାରଣା ଦେଇଛନ୍ତି । ସମ୍ବଲପୁର କେନ୍ଦୁପତ୍ର ଡିଭିଜନ ଉଲୁଣ୍ଡା ରେଞ୍ଜ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି ।

କେନ୍ଦୁପତ୍ର ଶ୍ରମଜୀବୀଙ୍କ ଧାରଣା

ସିଜନାଲ ୱାଚରଙ୍କୁ ସର୍ବନିମ୍ନ ବର୍ଦ୍ଧିତ ମଜୁରୀ ପ୍ରଦାନ, ତୋଳେଇ, ବନ୍ଧେଇ ଶ୍ରମିକ ଓ ସିଜନାଲ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଲାଗୁ କରିବା, କେନ୍ଦୁପତ୍ର ବିକ୍ରି ନୀତିରେ ସଂଶୋଧନ, ତୋଳାଳୀ ଶ୍ରମଜୀବୀଙ୍କ ପାଖରୁ ଦୁଇ ହଜାର କେନ୍ଦୁପତ୍ର କେରି ବଦଳରେ ହଜାରେ କେନ୍ଦୁପତ୍ର କେରି ଗ୍ରହଣ ,କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବିରେ ଏହି ଆନ୍ଦୋଳନ କରାଯାଉଛି । ଶ୍ରମଜୀବୀଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଶ୍ରମଜୀବୀମାନେ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.