ETV Bharat / state

ସୁରଟରୁ ଫେରିଲେ ଓଡିଆ ଶ୍ରମିକ

author img

By

Published : Apr 29, 2020, 11:52 PM IST

ନୂଆପଡା, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ଦେଇ ନିଜ ନିଜ ଜିଲ୍ଲାରେ ଶ୍ରମିକମାନେ ପହଞ୍ଚିଛନ୍ତି । ରାତି ପାଖାପାଖି ୧୦ଟାରୁ ୧୧ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ସେରଗଡ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥିବା ସୂଚନା ରହିଛି । ଅଧିକ ପଢନ୍ତୁ...

ସୁରଟରୁ ଫେରୁଛନ୍ତି ଓଡିଆ ଶ୍ରମିକ
ସୁରଟରୁ ଫେରୁଛନ୍ତି ଓଡିଆ ଶ୍ରମିକ

ସୁବର୍ଣ୍ଣପୁର: ଗୁଜୁରାଟର ସୁରଟରୁ ଶ୍ରମିକଙ୍କୁ ଧରି ଓଡିଶା ଫେରିଛି ୪ଟି ବସ । ଖବର ଅନୁସାରେ ବସଗୁଡିକ ସୁବର୍ଣ୍ଣପୁର ସହର ଦେଇ ଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁମତି ପରେ ପ୍ରାୟ ୨୦୦ ଶ୍ରମିକ ନିଜ ଜିଲ୍ଲାକୁ ଫେରିଛନ୍ତି ।

laborers returned from Surat to Odisha
ସୁରଟରୁ ଫେରୁଛନ୍ତି ଓଡିଆ ଶ୍ରମିକ
laborers returned from Surat to Odisha
ସୁରଟରୁ ଫେରୁଛନ୍ତି ଓଡିଆ ଶ୍ରମିକ

ଏମାନେ ସୁରଟରୁ ବାହାରିବା ପରେ ଛତିଶଗଡର ରାୟପୁର ଦେଇ ଓଡିଶା ସୀମାରେ ପ୍ରବେଶ କରିଥିଲେ । ନୂଆପଡା, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ଦେଇ ନିଜ ନିଜ ଜିଲ୍ଲାରେ ଏମାନେ ପହଞ୍ଚିଛନ୍ତି । ରାତି ପାଖାପାଖି ୧୦ଟାରୁ ୧୧ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଓ ସେରଗଡ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଥିବା ନେଇ ସୂଚନା ମିଳିଛି ।

ପୋଲିସ ପେଟ୍ରୋଲିଂ ଦେଇ 4ଟି ବସ ସୁବର୍ଣ୍ଣପୁର ଓ ବୌଦ୍ଧ ସୀମାରେ ଛାଡି ଦେଇଥିଲା । ପରେ ବୌଦ୍ଧ ପୋଲିସ ବସଗୁଡିକୁ ସୁରକ୍ଷା ଦେଇ ନେଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.