ETV Bharat / state

ପୁଣି ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ - ସାମ୍ବାଦିକଙ୍କୁ ଦୁର୍ବ୍ୟବହାର

ପୋଲିସ ସରଜେଣ୍ଟ ବିଶ୍ବନାଥ ଜେନାଙ୍କ ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ଆଗରେ ଅଭିଯୋଗ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ। ଅଧିକ ପଢନ୍ତୁ...

ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର
ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର
author img

By

Published : Jan 25, 2020, 3:18 PM IST

ସୁବର୍ଣ୍ଣପୁର: ପୋଲିସ ସରଜେଣ୍ଟ ବିଶ୍ବନାଥ ଜେନାଙ୍କ ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ଆଗରେ ଅଭିଯୋଗ କରିଛନ୍ତି ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି। ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କୁ ସରଜେଣ୍ଟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ।

ସହରର ମିନି ଷ୍ଟାଡିୟମରେ ସାଧାରଣତନ୍ତ୍ର ପରେଡ଼ ପଡ଼ିଆରେ ପରେଡ଼ ପ୍ରସ୍ତୁତି ସମୟରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ସରଜେଣ୍ଟ ଜଣଙ୍କ ଉତ୍ତ୍ୟକ୍ତ ହୋଇ ଅସଭ୍ୟ ଭାଷା ପ୍ରୟୋଗ କରିବା ସହିତ ସର୍ବସମ୍ମୁଖରେତ ତାଙ୍କୁ ଗାଳିଗୁଲଜ କରିଥିଲେ।

ପୁଣି ସାମ୍ବାଦିକଙ୍କୁ ପୋଲିସର ଦୁର୍ବ୍ୟବହାର

ସାମ୍ବାଦିକ ଏହାକୁ ତୀବ୍ର ନିନ୍ଦା କରିବା ସହିତ ଏସପିଙ୍କ ଆଗରେ ଅଭିଯୋଗ କରିଛନ୍ତି। ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସୁବର୍ଣ୍ଣପୁର ଏସପି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ମାନେ ପୋଲିସ ସରଜେଣ୍ଟ ବିଶ୍ୱନାଥ ଜେନାଙ୍କ ବିରୁଦ୍ଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ଆଗରେ ଅଭିଯୋଗ କରିଛନ୍ତି।ସାମ୍ବାଦିକ ସଂଜୟ କୁମାର ସାହୁଙ୍କୁ ସରଜେଣ୍ଟ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହିତ ଧମକ ଦେଇଥିଲେ।ସହରର ମିନି ଷ୍ଟାଡିୟମରେ ସାଧାରଣତନ୍ତ୍ର ପେରେଡ଼ ପଡ଼ିଆରେ ପେରେଡ଼ ପ୍ରସ୍ତୁତି ସମୟରେ ଦୁହିଁଙ୍କ ଭିତରେ ବଚସା ହୋଇଥିଲା।Body:ସରଜେଣ୍ଟ ଉତ୍ୟକ୍ତ ହୋଇ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ସହିତ ସର୍ଵ ସମ୍ଭୁଖ ରେ ଗାଳି କରିଥିଲେ।ସାମ୍ବାଦିକ ମାନେ ଏହାକୁ ତୀବ୍ର ନିନ୍ଦା କରିବା ସହିତ ଏସପି ଙ୍କ ଆଗରେ ଅଭିଯୋଗ କରିଛନ୍ତି।ଏସପି ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସାମ୍ବାଦିକ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।Conclusion:ସୁବର୍ଣ୍ଣପୁର ରୁ ତୀର୍ଥବାସୀ ପଣ୍ଡା, ଇ ଟିଭି ଭାରତ।
Edited visual with voice over.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.