ETV Bharat / state

ହାତୀ-ମଣିଷ ଗୋଡାଗୋଡି, ଅଳ୍ପକେ ବର୍ତ୍ତିଲେ ଯୁବକ - Elephant movement inccident in subarnpur

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରେଞ୍ଜ ଅଂଚଳରେ ମାତିଛନ୍ତି ହାତୀ ପଲ, ବନ ବିଭାଗର ଦେଖା ନାହିଁ । ଲୋକେ ଘଉଡାଉଛନ୍ତି ହାତୀ । ପଢନ୍ତୁ ଅଧିକ......

ବିପଦଜ୍ଜନକ ଅବସ୍ଥାରେ ଲୋକେ ଘଉଡାଉଛନ୍ତି ହାତୀ, ବନ ବିପଦଜ୍ଜନକ ଅବସ୍ଥାରେ ଲୋକେ ଘଉଡାଉଛନ୍ତି ହାତୀ, ବନ ବିଭାଗର ଦେଖା ନାହିଁ ବିଭାଗର ଦେଖା ନାହିଁ
ବିପଦଜ୍ଜନକ ଅବସ୍ଥାରେ ଲୋକେ ଘଉଡାଉଛନ୍ତି ହାତୀ, ବନ ବିଭାଗର ଦେଖା ନାହିଁ
author img

By

Published : Dec 8, 2020, 7:19 PM IST

ସୁବର୍ଣ୍ଣପୁର: ଗୋଡାଉଛି ହାତୀ ଦୌଡୁଛନ୍ତି ଲୋକେ । ପାଟି ତୁଣ୍ଡରେ ଫାଟି ପଡୁଛି ସମଗ୍ର ଅଂଚଳ । ଆଉ କେତେକ ଦୂରରେ ଥାଇ ନିଜ ନିଜ ମୋବାଇଲରେ ହାତୀପଲର ଦୃଶ୍ୟ ଉତ୍ତୋଳନ କରୁଛନ୍ତି । ଆଉ ହାତୀପଲ ଥିବା ଅଞ୍ଚଳରେ ବନ ବିଭାଗର କର୍ମଚାରୀଙ୍କ ଦେଖା ନଥିବାରୁ ଲୋକଙ୍କୁ ଆଉ ବାରଣ କରୁଛି କରିବାକୁ କେହି ନାହାନ୍ତି । ତେବେ ଏଭଳି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ରେଞ୍ଜ ଅଞ୍ଚଳରେ ।

ବିପଦଜ୍ଜନକ ଅବସ୍ଥାରେ ଲୋକେ ଘଉଡାଉଛନ୍ତି ହାତୀ, ବନ ବିଭାଗର ଦେଖା ନାହିଁ

ପ୍ରାୟ 40 ରୁ ଅଧିକ ହାତୀ ସରଙ୍ଗପାଲି ଗାଁ ନିକଟରେ ଥିବା ବେଳେ ଏଭଳି ମାହୋଲ ଦେଖିବାକୁ ମିଳିଛି । ହାତୀ ଘଉଡାଇବା ବେଳେ କୈଣସି ଅଘଟଣର ଆଶଙ୍କା ଥିବା ସତ୍ତ୍ବେ ବନ ବିଭାଗ କିନ୍ତୁ ନିରବଦ୍ରଷ୍ଟା ।

ତେବେ ବନ ବିଭାଗ ପକ୍ଷରୁ ହାତୀ ଟ୍ରାକିଂ ଦଳ ଗଠନ କରାଯାଇ ଥିଲେ ବି ଜଙ୍ଗଲ ଅଞ୍ଚଳକୁ ବନ କର୍ମଚାରୀ ମାନେ ହାତୀ ଘଉଡ଼ାଇବାରେ ବିଫଳ ହେଉଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.