ETV Bharat / state

ପ୍ରଶାସନକୁ ଅର୍ଥମନ୍ତ୍ରୀଙ୍କ ପ୍ରଶଂସା

author img

By

Published : May 21, 2020, 3:44 PM IST

ଗୁରୁବାର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଏବେଯାଏଁ ଜିଲ୍ଲା କୋଭିଡ-19ରେ ଗ୍ରୀନ ଜୋନରେ ଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ।

_meeting
ପ୍ରଶାସନକୁ ଅର୍ଥମନ୍ତ୍ରୀଙ୍କ ପ୍ରଶଂସା

ସୁବର୍ଣ୍ଣପୁର: ଶେଷ ହେଲା ସୁବର୍ଣ୍ଣପୁରର ଜିଲ୍ଲା ପରିଷଦ ବୈଠକ । ଗୁରୁବାର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଏବେଯାଏଁ ଜିଲ୍ଲା କୋଭିଡ-19ରେ ଗ୍ରୀନ ଜୋନରେ ଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଶାସନକୁ ଅର୍ଥମନ୍ତ୍ରୀଙ୍କ ପ୍ରଶଂସା

ବୈଠକରେ ପ୍ରଥମେ କୋଭିଡ-19 ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ ସ୍ୱାସ୍ଥ୍ୟ ଶିବିର , ଅସ୍ଥାୟୀ କ୍ବାରେଣ୍ଟିନ କେନ୍ଦ୍ର, ପ୍ରବାସୀ ଶ୍ରମିକଙ୍କ ଆଗମନ ତଥା ପଞ୍ଚାୟତ ଗୁଡିକରେ କୋଭିଡ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବଜେପି ସଭ୍ୟମାନେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।

ଯାହାର ସନ୍ତୋଷଜନକ ଉତ୍ତର ପ୍ରଶାସନ ରଖି ପାରିନଥିଲା। ଏହି ବୈଠକରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଲୋକସଭା ସଦସ୍ୟା ସଂଗୀତା ସିଂଦେଓ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରକଳ୍ପ ଗୁଡିକର ଅନୁମୋଦନ କରିଥିଲେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.