ETV Bharat / state

ମହମାରୀକୁ ନେଇ ଗାଁ ଗାଁରେ ଚାଲିଛି ସଚେତନତା

author img

By

Published : May 31, 2021, 11:52 AM IST

ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଲୋକଙ୍କୁ କରାଯାଉଛି ସଚେତନ । ଅଧିକ ପଢନ୍ତୁ...

ମହମାରୀକୁ ନେଇ ଗାଁ ଗାଁରେ ଚାଲିଛି ସଚେତନତା
ମହମାରୀକୁ ନେଇ ଗାଁ ଗାଁରେ ଚାଲିଛି ସଚେତନତା

ସୁବର୍ଣ୍ଣପୁର: କୋରୋନାର ଦ୍ବିତୀୟ ଲହର ଭୟଙ୍କ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲି ଗାଁର ଅଙ୍ଗନବାଡି କର୍ମୀ ଗୀତାଞ୍ଜଳି ରଣା, ଗାଁର ଆଶାକର୍ମୀ ଓ ସ୍ବେଚ୍ଛାସେବୀମାନଙ୍କୁ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି ।

ମହମାରୀକୁ ନେଇ ଗାଁ ଗାଁରେ ଚାଲିଛି ସଚେତନତା

ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ପରିଧାନ କରିବା ,ବାରମ୍ବାର ହାତକୁ ସାବୁନରେ ଧୋଇବା ,ସାମାଜିକ ଦୂରତ୍ବ ରକ୍ଷା କରିବା , ଟିକା ନେବା, ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନବାହାରିବା ଆଦି ବିଷୟରେ ସତେତନ କରୁଛନ୍ତି । ସକାଳୁ ଉଠି ଡାକବାଜି ଯନ୍ତ୍ର , ମାସ୍କ ,ସାନିଟାଇଜର ସାଙ୍ଗରେ ଧରି ପ୍ରଚଣ୍ଡ ଖରାରେ ଗାଁ ଗାଁ ବୁଲି ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି । ଗୀତାଞ୍ଜଳୀଙ୍କ ଏପରି ସଚେତନତା କାର୍ଯ୍ୟକୁ ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକେ ବେଶ ପ୍ରଶଂସା କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.