ETV Bharat / state

ସୁବର୍ଣ୍ଣପୁର ମୁଖ୍ୟ ହସ୍ପିଟାଲରେ ପ୍ରସୂତିଙ୍କୁ ଲାଞ୍ଚ ମାଗୁଛନ୍ତି ଆଶାଦିଦି, ଭିଡିଓ ଭାଇରାଲ - bribe allegation from hospital

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ଅଭିଯୋଗ । ପ୍ରସୂତୀଙ୍କ ସମ୍ପର୍କୀୟଙ୍କ ଠାରୁ ଜଣେ ଆଶାକର୍ମୀ ଜୋର ଜବରଦୋସ୍ତ ଟଙ୍କା ମାଗୁଥିବାର ଏକ ଭିଡିଓ ଭାଇରାଲ ।

Subarnapur hospital
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର
author img

By

Published : Dec 29, 2019, 3:56 PM IST

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର । ରୋଗୀ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓଟିରେ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଆଶା କର୍ମୀ ପ୍ରସୂତୀଙ୍କ ସମ୍ପର୍କୀୟ ଠାରୁ ଜୋର ଜବରଦସ୍ତ ଭାବେ ଟଙ୍କା ଆଦାୟ କରୁଥିବାର ଦେଖିବାକୁ ମିଳିଛି । ସେପଟେ, ଆଶା କର୍ମୀ ଜଣକ ନିଜ ସଫେଇ ଦେବାକୁ ଯାଇ କହୁଛନ୍ତି, ଏହି ଟଙ୍କା ତାଙ୍କ ପାଇଁ ନର୍ସ ମାଗୁଛନ୍ତି ।

ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର

ସେପଟେ, ଘଟଣା ବିଷୟରେ ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଜାରି ରହିଛି । ଏପରିକି ଏ ଦିଗରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଞ୍ଚ କାରବାର ଭିଡ଼ିଓ ପଦାକୁ ଆସିଛି।ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଜଣେ ଆଶା କର୍ମୀ ପ୍ରସୂତି ଙ୍କ ସମ୍ପର୍କୀୟଙ୍କ ପାଖରୁ ଟଙ୍କା ନେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।ଆଶା କର୍ମୀ ଜଣକ ନର୍ସମାନେ ଟଙ୍କା ମାଗୁଥିବା କହୁଛନ୍ତି।ଟଙ୍କା ତାଙ୍କ ପାଇଁ ନୁହେଁ ବୋଲି ସଫେଇ ଦେଉଛନ୍ତି।ଗତ ଶୁକ୍ରବାର ରାତିରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରତି ପ୍ରସୂତିଙ୍କ ପାଖରୁ ଯୋର ଜବରଦସ୍ତ ଭାବେ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା।Body:ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପରେ ତଦନ୍ତ ଜାରି ରହିଛି।ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି।Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Both files of visuals are edited ,needs jointing before publication.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.