ETV Bharat / state

ଆଶୀର୍ବାଦ ଯୋଜନାରେ ଶିଶୁ ପାଇଲେ ଆର୍ଥିକ ସହାୟତା - ସହାୟତା

ଆଶିର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ । ଆକାଉଣ୍ଟକୁ ଗଲା ଟଙ୍କା । ଅଧିକ ପଢନ୍ତୁ...

ଆଶିର୍ବାଦ ଯୋଜନାରେ ଶିଶୁ ପାଇଲେ ଆର୍ଥିକ ସହାୟତା

author img

By

Published : Aug 14, 2021, 9:00 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ମହାମାରୀ କୋରୋନା ସମୟରେ ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରେଇଥିବା ପରିବାର ବର୍ଗଙ୍କୁ ଏହି ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲପାଳ ଅଵୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ ଓ ମାଆ ଅବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରିଛନ୍ତି l

ଆଶିର୍ବାଦ ଯୋଜନାରେ ଶିଶୁ ପାଇଲେ ଆର୍ଥିକ ସହାୟତା

ଜିଲ୍ଲାର 7ଜଣ ଅନାଥ ଶିଶୁଙ୍କ ସହ 76ଜଣ ଶିଶୁ କୋରୋନା ସମୟରେ ନିଜ ପରିବାରର ମୁଖ୍ୟ ତଥା ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି । ଏହିପରି ମୋଟ 83ଜଣ ଶିଶୁଙ୍କୁ 1ଲକ୍ଷ 31 ହଜାର 500ଶହ ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ବହୁ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.